www.samajalive.in
Monday, December 8, 2025
27.1 C
Bhubaneswar

ରାବଡି ଓ ତାଙ୍କ ଝିଅର ସମ୍ପତ୍ତି ଜବତ

ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ଓ ତାଙ୍କ ଝିଅ ହେମା ଯାଦବଙ୍କର ତିନିଟି ଘରବାଡି ପ୍ଲଟକୁ ଆୟକର ବିଭାଗ ଜବତ କରିଛି। ଗୁରୁବାର ବିଭାଗୀୟ ଅଧିକାରୀ କହିଛନ୍ତି ଯେ ଜବତ ତିନିଟି ପ୍ଲଟ ସଗୁନା ଅଞ୍ଚଳରେ ରହିଛି। ରାବଡିଙ୍କ ସ୍ବାମୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ୨୦୧୪ରେ ଏହି ପ୍ଲଟଗୁଡିକୁ ସେମାନଙ୍କୁ ଦାନ କରିଥିଲେ। ତେବେ ଏହି ପ୍ଲଟଗୁଡିକ କେଉଁ ସୂତ୍ରରୁ ମିଳିଥିଲା ତାହା ଦର୍ଶାଇବାରେ ରାବଡି ଓ ହେମା ଦର୍ଶାଇବାରେ ଅକ୍ଷମ ହୋଇଥିଲେ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories