www.samajalive.in
Monday, December 8, 2025
20.1 C
Bhubaneswar

ଜବଦଦଖଲା ବା  କବଜା  କରିଥିବା ବ୍ୟକ୍ତି ସମ୍ପତ୍ତିର ମାଲିକ ନୁହନ୍ତି – ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ–  ସମ୍ପତ୍ତିକୁ ଜବର ଦଖଲ କରିଥିବା ବା ଅସ୍ଥାୟୀ ଭାବେ କବଜା କରିଥିବା ବ୍ୟକ୍ତି  ସମ୍ପତ୍ତିର ମାଲିକ ନୁହନ୍ତି  ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତ ।  ୧୨ ବର୍ଷ କି ତାଠାରୁ ଅଧିକ ବର୍ଷ  ଜବର ଦଖଲ କରିଥିଲେ କି କବଜା କରି ରହିଥିଲେ ବି କେହି ସମ୍ପତ୍ତିର ମାଲିକ ହୋଇ ପାରିବେ ନାହିଁ । ସମ୍ପତ୍ତିର ମାଲିକ ଜବରଦସ୍ତି ତାଙ୍କୁ ସମ୍ପତିକୁ ବିତାଡିତ କରି ପାରିବେ । ଏପରି ଜବରଦଖଲକାରୀଙ୍କୁ ହଟାଇବା ପାଇଁ ଅଦାଲତରେ ଆଇନର ଆଶ୍ରୟ ନେବାର ଆବଶ୍ୟକତା ନାହିଁ ବୋଲି ଅଦାଲତ ଦର୍ଶାଇଛନ୍ତି ।

ଜଷ୍ଟିସ୍‌ ଏନ୍‌ବି ରମଣ ଓ ଏମ୍ଏମ୍‌ ଶାନ୍ତନାଗୌଡରଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । କେହି କବଜା କରିଥିବା ବ୍ୟକ୍ତି କବଜାର ଟାଇଟେଲ ଦେଖାଇଲେ ତାଙ୍କୁ ସମ୍ପତ୍ତି ଉପରେ ଆଇନ ଅନୁଯାୟୀ କବଜାରେ ରହିଛନ୍ତି ବୋଲି ଦର୍ଶାଇବାକୁ ପଡିବ ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories