www.samajalive.in
Friday, December 12, 2025
19.1 C
Bhubaneswar

ରାହୁଲ ମିଛର ଗୋଦାମ : ଅରୁଣ ସିଂ

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ହେଉଛନ୍ତି ମିଛର ଗୋଦାମ(ଫ୍ୟାକ୍ଟ୍ରୀ) ବୋଲି ବିଜେପି ରାଜ୍ୟ ପ୍ରଭାରୀ ଡ. ଅରୁଣ ସିଂ କହିଛନ୍ତି। ରବିବାର ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରେ ଗଣମାଧ୍ୟମକୁ ଡ. ସିଂ କହିଛନ୍ତି ଯେ ନିକଟରେ ଓଡ଼ିଶା ଗସ୍ତରେ ଆସିବାବେଳେ ରାହୁଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନବୀନ ପଟ୍ଟନାୟକଙ୍କୁ ଯୋଡି ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ଯେଉଁ ସରକାର ଦୀର୍ଘ ୭୦ବର୍ଷ ଦେଶ ଚଳାଇବା ପରେ ବି ଗରିବ ହଟିନାହିଁ, ସେ ଦଳର ମୁଖିଆଙ୍କଠାରୁ ଆଉ କ’ଣ ବା ଆଶା କରାଯାଇ ପାରେ। ତେବେ କଂଗ୍ରେସ କିଭଳି ଶୃଙ୍ଖଳିତ ତାହା ତାଙ୍କ କାର୍ଯ୍ୟକାରୀ ସଭାପତି ନବ ଦାସଙ୍କ ଇସ୍ତଫାରୁ ଜଣାଯାଇଛି। କେବଳ ଭାରତବର୍ଷ ନୁହେଁ ଓଡ଼ିଶାରେ ମଧ୍ୟ କଂଗ୍ରେସ ନିଜର ସତ୍ତା ହରାଇଛି ବୋଲି ଡ. ସିଂହ କହିଛନ୍ତି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories