www.samajalive.in
Monday, December 8, 2025
17.1 C
Bhubaneswar

ଡଲଫିନ୍‌ ଗଣନା ଆରମ୍ଭ

ବ୍ରହ୍ମଗିରି : ଡଲଫିନ୍ ଗଣନା ଆରମ୍ଭ ହୋଇଛି। ପୁରୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏହି ଗଣନା କରାଯାଉଛି। ଅରଖକୁଦାରୁ ଅସ୍ତରଙ୍ଗ ମୁହାଣ ମଧ୍ୟରେ ଡଲଫିନ ଗଣନା କରାଯାଉଛି। ପୁରୀ ଡିଏଫଓଙ୍କ ଅଧୀନରେ ୧୦ଟି ଟିମ ଏହି ଗଣନାରେ ସାମିଲ ହୋଇଥିବା ଜଣାପଡିଛି। ଏହି ଟିମରେ ୫ବିଶେଷଜ୍ଞ, ୨ଏସିଏଫ୍‌ ଓ ୩୫ ବନ କର୍ମଚାରୀ ରହିଛନ୍ତି। ଶନିବାର ସକାଳ ୬ଟାରୁ ଡଲଫିନ ଗଣନା ଆରମ୍ଭ ହୋଇଛି।

ଭିତରକନିକାରେ ମଧ୍ୟ ଡଲଫିନ ଗଣନା କରାଯାଉଛି। ଏଥିରେ ୯ଟି ଟିମ ସାମିଲ ହୋଇଥିବା ଜଣାପଡିଛି। ରାଜନଗର ବନଖଣ୍ଡ ଅଧିକାରୀଙ୍କ ନେତୃତ୍ବରେ ଗଣନା କରାଯାଉଛି। ଧାମରା ମୁହାଣ ଠାରୁ ଆରମ୍ଭ କରି ଦେବୀ ମୁହାଣ ପର୍ଯ୍ୟନ୍ତ ଡଲଫିନ ଗଣନା କରାଯାଉଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories