www.samajalive.in
Monday, December 8, 2025
17.1 C
Bhubaneswar

ଚାଷୀଙ୍କୁ ୧୩ଟି ନୂଆ ଗହମ ପ୍ରଜାତି ବଣ୍ଟନ ଆରମ୍ଭ

ଡେସ୍କ: କର୍ନାଲସ୍ଥିତ ଭାରତୀୟ ଗହମ ଓ ବାର୍ଲି ଅନୁସନ୍ଧାନ ପ୍ରତିଷ୍ଠାନ ପକ୍ଷରୁ ଆଜି କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ୧୩ଟି ନୂଆ ପ୍ରଜାତିର ଗହମର ବିହନ ବଣ୍ଟନ ଆରମ୍ଭ ହୋଇଛି। ନୂଆ କିସମର ବିହନ ପାଇବା ପାଇଁ ସାରା ଦେଶରୁ ୨୨ ହଜାର କୃଷକ ଏହି ପୋର୍ଟାଲରେ ନିଜକୁ ପଞ୍ଜୀକୃତ କରିଥିଲେ। ନୂଆ ପ୍ରଜାତିର ଗହମ ରୋଗ ପ୍ରତିରୋଧକ ହେବା ସହ ଅଧିକ ଉତ୍ପାଦନ ଦେଇଥାଏ। ଅନୁମୋଦିତ କିସମ ଗହମରେ ବାର୍ଲି ପ୍ରଜାତି ‘DWRV137’ ମଧ୍ୟ ଅନ୍ତର୍ଭୁକ୍ତ, ଯାହା ଚୋପା ମୁକ୍ତ ଏବଂ ପଶୁଖାଦ୍ୟ ପାଇଁ ନଡ଼ା ମଧ୍ୟ ପ୍ରଦାନ କରିବ।

ଅନୁଷ୍ଠାନର ନିର୍ଦ୍ଦେଶକ ଡକ୍ଟର ରତନ ତିୱାରୀ କହିଛନ୍ତି ଯେ ଏଥର ଅନୁଷ୍ଠାନ ୧୧୫ ନିୟୁତ ମେଟ୍ରିକ ଟନ୍ ଗହମ ଉତ୍ପାଦନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ସେ କହିଛନ୍ତି ଯେ ଗତବର୍ଷ ୧୧୩.୨୯ ନିୟୁତ ମେଟ୍ରିକ ଟନ୍ ଗହମର ରେକର୍ଡ ଉତ୍ପାଦନ ହୋଇଥିଲା।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories