ଆରଡି: ଆଖଣ୍ଡଳମଣିଙ୍କ ପୀଠରେ ପବିତ୍ର କୁମାର ଉତ୍ସବ ଠାରୁ ୪ଦିନ ବ୍ଯାପି ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି। ଶତାଧିକ ବର୍ଷର ପରମ୍ପରା ଅନୁଯାୟୀ ପୀଠରେ ୨ଟି ମେଢରେ ପୂଜା ପାଇ ଆସୁଛନ୍ତି ଗଜଲକ୍ଷ୍ମୀ। ଏଥିପାଇଁ ମା’ଙ୍କ ପୂଜାମଣ୍ଡପରେ ଘଟ ସ୍ଥାପନ ସହ ପାରମ୍ପରିକ ରୀତିନୀତି ଅନୁଯାୟୀ ଚାଲିଛି ପୂଜାର୍ଚ୍ଚନା। ପ୍ରତିଦିନ ମାଙ୍କ ନିକଟରେ ଶୋଡଷ ଉପଚାର ପୂଜା, ଚଣ୍ଡିପାଠ ସହ ଯଜ୍ଞ ଅନୁଷ୍ଠିତ ହୋଇଛି।
Comments are closed.