www.samajalive.in
Monday, December 8, 2025
27.1 C
Bhubaneswar

ଅପରାହ୍ନ ୪ଟା ମୁଖ୍ୟ ଖବର

ଶାରଦୀୟ ନବରାତ୍ରୀରେ ଆଜି ମଣ୍ଡପରେ ମହାଷ୍ଟମୀ ପୂଜା.. ମନ୍ଦିରରେ ଚାଲିଛି ମହାନବମୀ ପୂଜା..

ବର୍ଷ ୨୦୨୪ ପାଇଁ ନୋବେଲ୍‌ ଶାନ୍ତି ପୁରସ୍କାର ଘୋଷଣା.. ଜାପାନୀ ସଙ୍ଗଠନ ନିହୋନ୍‌ ହିଡାନ୍‌କ୍ୟୋକୁ ମିଳିବ ନୋବେଲ୍‌ ଶାନ୍ତି ପୁରସ୍କାର.. ପରମାଣୁ ବୋମା ପୀଡ଼ିତଙ୍କ ପାଇଁ କାମ କରୁଛି ସଂଗଠନ..

- Advertisement -

ବସ୍ ଧକ୍କାରେ ମହିଳା କନଷ୍ଟେବଳଙ୍କ ମୃତ୍ୟୁ.. କନଷ୍ଟେବଳ ସୁରଜା ମୁଣ୍ଡା ଡ୍ୟୁଟି ସାରି ଫେରୁଥିବାବେଳେ ଜଗତସିଂହପୁର ଜିଲା ତିର୍ତ୍ତୋଲ ବଜାର ନିକଟରେ ଧକ୍କା ଦେଲା ବସ୍‌.. ତିର୍ତ୍ତୋଲ ଥାନାରେ କାର୍ଯ୍ୟରତ ଥିଲେ ସୁରଜ..

ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ.. ରତନ ଟାଟାଙ୍କ ସାନ ଭାଇ ହେଉଛନ୍ତି ନୋଏଲ.. ଟାଟା ଗ୍ରୁପର ଏକାଧିକ ସଂସ୍ଥାରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଆସୁଛନ୍ତି ନୋଏଲ..

କେନ୍ଦ୍ର ସଚିବମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦେଶ.. ଅଳସୁଆ ଏବଂ ଦୁର୍ନୀତିଖୋର କର୍ମଚାରୀଙ୍କୁ ଦିଅ ବାଧ୍ୟତାମୂଳକ ଅବସର..

ରାଜ୍ୟବ୍ୟାପୀ ସବୁ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କଲେ ମୁଖ୍ୟମନ୍ତ୍ରୀ.. ଭୁବନେଶ୍ବର ସମେତ ରାଜ୍ୟର ସବୁ ପୂଜା ପେଣ୍ଡାଲର ଭଡ଼ା ଛାଡ଼ କରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିଷ୍ପତ୍ତି..

ଖଣ୍ଡଗିରି ପାହାଡ଼ ତଳୁ କ୍ଷତାକ୍ତ ମୃତଦେହ ଉଦ୍ଧାର.. ସ୍ପୋର୍ଟ୍ସ ପୋଷାକ ପିନ୍ଧିଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର.. ମୃତଦେହ ଜବତ କରି ଖୋଳତାଡ଼ କରୁଛି ଖଣ୍ଡଗିରି ଥାନା ପୁଲିସ..

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories