ଆକର୍ଷିତ କରୁଛି କୋଲକାତା ଦୁର୍ଗାପୂଜା ସ୍ମାର୍ଟ ପେଣ୍ଡାଲ, ଦେଖନ୍ତୁ..

କୋଲକାତା : ଦୁର୍ଗାପୂଜା ଆରମ୍ଭ ହୋଇସାରିଛି ଏବଂ ସାରା ଦେଶରେ ପେଣ୍ଡାଲରେ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଧୁମଧାମରେ ଉତ୍ସବ ପାଳନ ହେଉଛି । ସାରା ଦେଶରେ ଦୁର୍ଗାପୂଜା ପାଳନ ହେଉଛି କିନ୍ତୁ କୋଲକାତାରେ ଦୁର୍ଗାପୂଜା ଖାସ୍ । ଏଠାରେ ବିଭିନ୍ନ ପେଣ୍ଡାଲରେ ଆକର୍ଷଣୀୟ ଥିମ୍ ନଜର ଆସୁଛି । ବିଭିନ୍ନ ସ୍ଥାନରେ ପେଣ୍ଡାଲରେ ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ନଜର ପକାନ୍ତୁ..

 

 

Comments are closed.