www.samajalive.in
Monday, December 8, 2025
20.1 C
Bhubaneswar

ମିଳିଲା ଅପହୃତ ଯବାନଙ୍କ ମୃତଦେହ

ନୂଆଦିଲ୍ଲୀ: ମିଳିଲା ଅପହୃତ ଯବାନଙ୍କ ମୃତଦେହ। ମଙ୍ଗଳବାର ଜମ୍ମୁ କଶ୍ମୀରର ଅନନ୍ତନାଗର ଜଙ୍ଗଲରୁ ଆତଙ୍କବାଦୀମାନେ ଦୁଇ ଜଣ ଯବାନଙ୍କୁ ଅପହୃତ କରି ନେଇଯାଇଥିଲେ। ଜଣେ ଯବାନ କୌଶଳ ମତେ ଆତଙ୍କୀଙ୍କ କବଳରୁ ଖସି ପଳାଇ ଆସିଥିଲେ। ହେଲେ ଅନ୍ୟ ଜଣେ ନିଖୋଜ ଯବାନଙ୍କୁ ଠାବ କରିବାକୁ  ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା । ଆଜି ପଥରୀବଲ ଜଙ୍ଗଲରୁ ନିଖୋଜ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯବାନ ଜଣକ ହିଲାଲ ଅହମ୍ମଦ ବୋଲି ଜଣାପଡିଛି ।  ଆତଙ୍କବାଦୀମାନେ ତାଙ୍କୁ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରିଛନ୍ତି। କାରଣ ମୃତ ଯବାନଙ୍କ ଶରୀରରେ ଏକାଧିକ ଗୁଳିମାଡର ଚିହ୍ନ ଦେଖିବାକୁ ମିଳିଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories