www.samajalive.in
Monday, December 8, 2025
17.1 C
Bhubaneswar

୩୫ ବର୍ଷ ବୟସ ପରେ.. ଧନ ଠାରୁ ଆରମ୍ଭ କରି ସଫଳତା ପାଆନ୍ତି ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି, ସବୁ ସ୍ୱପ୍ନ ହୁଏ ପୂରଣ..

ଅଙ୍କ ଜ୍ୟୋତିଷରେ ନମ୍ବର ଜରିଆରେ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ଓ ଭବିଷ୍ୟତ ବିଷୟରେ ବହୁ କଥା ଜାଣିହୁଏ। ଏହି ନମ୍ବର ବ୍ୟକ୍ତିଙ୍କ ଜନ୍ମ ତାରିଖ ସହ ଜଡିତ ବୋଲି ମାନ୍ୟତା ରହିଛି। ତେବେ କିଛି ନମ୍ବର ବିଷୟରେ ଜାଣନ୍ତୁ, ଯେଉଁମାନେ ୩୫ ବର୍ଷ ବୟସ ପରେ ସଫଳତା ସହ ଖୁବ୍‌ ଧନ ରୋଜଗାର କରନ୍ତି।

ଏହା ନମ୍ବର ୮ ସହ ଜଡିତ । ଏହି ବ୍ୟକ୍ତିଙ୍କୁ ୩୫ ରୁ ୪୦ ବର୍ଷ ପରେ ସଫଳତା ମିଳିଥାଏ । ଅର୍ଥାତ ଯେଉଁମାନଙ୍କ ଜନ୍ମ ଯେକୌଣସି ମାସର ୮,୧୭ କିମ୍ବା ୨୬ ତାରିଖରେ ହୋଇଛି । ସେମାନଙ୍କ ନମ୍ବର ହେଉଛି ୮।

- Advertisement -

ନମ୍ବର ୮ର ସ୍ୱାମୀ ଶନିଦେବ । ଯେଉଁମାନଙ୍କ ନମ୍ବର ୮ ସେମାନଙ୍କ ଉପରେ ଶନିଦେବଙ୍କ ପ୍ରଭାବ ରହିଥାଏ । ଏମାନେ ପରିଶ୍ରମୀ, ସଚ୍ଚୋଟ, ନ୍ୟାୟପ୍ରିୟ ହୋଇ ଥାଆନ୍ତି । ଏମାନଙ୍କୁ ଜୀବନର ଆରମ୍ଭରେ ଅନେକ ସଂଘର୍ଷ କରିବାକୁ ପଡିଥାଏ, ମାତ୍ର ବୟସ ବଢିବା ସହ ଏମାନଙ୍କୁ ଖୁବ୍‌ ସଫଳତା ଓ ଶନି ଦେବଙ୍କ ବିଶେଷ କୃପା ମିଳିଥାଏ।

୧୦ ଅକ୍ଟୋବରରରୁ ଏହି ରାଶିଙ୍କୁ ଭାଗ୍ୟଶାଳୀ କରିବ ବୁଧଙ୍କ ରାଶି ପରିବର୍ତ୍ତନ..

ନମ୍ବର ୮ର ବ୍ୟକ୍ତି ବିଶେଷଙ୍କ ଜାତକରେ ଶନିଦେବଙ୍କ କୃପା ସର୍ବଦା ରହିଥାଏ । ବର୍ଷ ବର୍ଷ ପରିଶ୍ରମ-ସଂଘର୍ଷ ପରେ ବଡ ସଫଳତା ମିଳିଥାଏ । ସୁଖସମୃଦ୍ଧି, ଉଚ୍ଚ ପଦବୀ, ସମ୍ମାନ ଓ ଖୁବ୍‌ ଧନ ପ୍ରାପ୍ତି ହୋଇଥାଏ।

ଏମାନଙ୍କର ଆଉ ଏକ ବିଶେଷତ୍ୱ ମଧ୍ୟ ରହିଛି, ପରିଶ୍ରମ କରି ଏମାନେ ସଫଳତା ପାଇବା ସହ ଭାଗ୍ୟ ବଦଳାଇ ଥାଆନ୍ତି । ସଫଳତା ନିଶ୍ଚୟ ହାସଲ କରନ୍ତି।

ଏମାନଙ୍କ ସ୍ୱଭାବ ଖୁବ୍‌ ଗମ୍ଭୀର, କୋମଳ ସହ କମ୍‌ କଥା କହି ଥାଆନ୍ତି । ଶାନ୍ତିର ସହ ନିଜ କାମ କରି ଥାଆନ୍ତି । ସଫଳତା ପାଇ ଥାଆନ୍ତି।

ଏମାନେ ସହଜରେ ଅନ୍ୟ ଉପରେ ଭରସା କରିବା ସହ ଶୀଘ୍ର ବନ୍ଧୁତା କରି ଥାଆନ୍ତି।

ଏମାନେ ରାଜନୀତି, ବ୍ୟବସାୟ ଆଦିରେ ଖୁବ ସୁନାମ ଅର୍ଜନ କରି ଥାଆନ୍ତି

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories