www.samajalive.in
Friday, December 5, 2025
27.1 C
Bhubaneswar

ଦେଖନ୍ତୁ ଭିଡିଓ ; ପୁଣି ଥରେ ଠେକୁଆ, କଇଁଛଙ୍କ ଦୌଡ ପ୍ରତିଯୋଗିତା, ଜିତିଲା କିଏ?

ନୂଆଦିଲ୍ଲୀ : କଇଁଛ ଓ ଠେକୁଆଙ୍କ କାହାଣୀ ତ ନିଶ୍ଚୟ ଶୁଣିଥିବେ । ଏହି କାହାଣୀ ଏକ ଶିକ୍ଷଣୀୟ କାହାଣୀ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭିଡିଓ ବେଶ ମନଛୁଆଁ ହୋଇଥାଏ । ନିକଟରେ ଠେକୁଆ ଓ କଇଁଛର ଏପରି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହା ପୁଣି ଥରେ ଏହି କାହାଣୀକୁ ମନେ ପକାଇ ଦେଇଛି।

ଭିଡିଓରେ ଦେଖି ପାରିବେ କିଛି ଲୋକେ ଠେକୁଆ ଓ କଇଁଛର ଦୌଡ ପ୍ରତିଯୋଗିତାର ଏକ ଆୟୋଜନ କରିଛନ୍ତି । ସେମାନଙ୍କ ମାଲିକ ତାଙ୍କୁ ଖେଳ ସ୍ଥାନରେ ଠିଆ କରିଛନ୍ତି । ଠେକୁଆ ଓ କଇଁଛର ଏହି ଭିଡିଓ ପୁଣି ଥରେ ଇତିହାସକୁ ପୁନରାବୃତ୍ତି କରିବା ଭଳି ମନେ ହେଉଛି । ଦର୍ଶକ ମଧ୍ୟ ବେଶ ଉତ୍ସାହର ସହ ଏହି ଦୃଶ୍ୟକୁ ଦେଖୁଛନ୍ତି।

- Advertisement -

ଆଉ ମାତ୍ର ୪୮ ଘଣ୍ଟା ; ଏହି ୪ ରାଶିଙ୍କର ଜୀବନରେ ହେବ ବଡ ପରିବର୍ତ୍ତନ..

ଗପରେ ଠେକୁଆ ଧିରେ ଧିରେ ଚାଲୁଥିବା କଇଁଛକୁ ଦୌଡ ପ୍ରତିଯୋଗିତା ପାଇଁ ଆହ୍ୱାନ ଦେଇଥିଲା । ମାତ୍ର ଗୋଟିଏ ସମୟରେ ଠେକୁଆର ଗତି କମିଯାଇଥିଲା ଓ କଇଁଛ ଜିତି ଯାଇଥିଲା ।

କାହାଣୀ ଭଳି ଏହି ଭିଡିଓରେ ମଧ୍ୟ ଠେକୁଆ ଆଗକୁ ପଳାଇଥିଲା । ମାତ୍ର ପୁଣି ପଛକୁ ଫେରିଆସିଥିଲା । ମାତ୍ର କଇଁଛ ଧିରେ ଧିରେ ଯାଇ ପୁଣି ପ୍ରତିଯୋଗିତା ଜିତି ଯାଇଛି । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ

Hot this week

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

Related Articles

Popular Categories