www.samajalive.in
Monday, December 8, 2025
27.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ଷଡ଼ଙ୍ଗୀ ହେଲେ ଓପିଏସସି ଅଧ୍ୟକ୍ଷ.. ୬ ବର୍ଷ ପାଇଁ ନିଯୁକ୍ତ କଲେ ରାଜ୍ୟ ସରକାର..

ଅର୍ଥ ହଡ଼ପ ପାଇଁ ୩ ଜଣଙ୍କୁ ହତ୍ୟା.. ୨ ଜଣଙ୍କୁ ମିଳିଳା ଫାଶୀ ଦଣ୍ଡାଦେଶ.. ଦଣ୍ଡାଦେଶ ଶୁଣାଇଲେ ଅନୁଗୁଳ ଜିଲା ଆଠମଲ୍ଲିକ ଅତିରିକ୍ତ ଜିଲା ଦୌରାଜଜ୍.. ଦୋଷୀମାନେ ହେଲେ କିଶୋର ସେଠୀ ଓ ପ୍ରକାଶ ବେହେରା.. ଅନୁଗୁଳ ଜିଲା କିଶୋରନଗର ଥାନା ଗମ୍ଭାରୀମଲିଆ ଗାଁରେ ୨୦୧୭ ଅକ୍ଟୋବର ୧୦ରେ ଘଟିଥିଲା ବୀଭତ୍ସ ହତ୍ୟାକାଣ୍ଡ..

- Advertisement -

ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା..

ସ୍କ୍ରବ୍ ଟାଇଫସ୍‌ ଆତଙ୍କ.. ନିଆଳିରେ ମେଡିକାଲ ଟିମ୍‌.. ସ୍କ୍ରବ୍ ଟାଇଫସ୍‌ରେ ଜଣଙ୍କର ଜୀବନ ଯିବାପରେ ୬୦ ଗ୍ରାମବାସୀଙ୍କ ରକ୍ତ ନମୂନା ସଂଗ୍ରହ..

ଅନାସ୍ଥାରେ କଟିଲେ ନୀଳଗିରି ଏନ୍‍ଏସି ଅଧ୍ୟକ୍ଷା ଅମ୍ବିକା ଦାସ..

ୟୁଟ୍ୟୁବର ଏଲଭିଶ୍ ଯାଦବଙ୍କ ସମ୍ପତ୍ତି ଜବତ କଲା ଇଡି..

ମାଲକାନଗିରି ଜିଲାସାରା ମାଓ ବିରୋଧୀ ପୋଷ୍ଟର..

ପୁରୀ ଶ୍ରୀମନ୍ଦିର ଅବଢାର ମାନ ଯାଞ୍ଚ ହେବ କହିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ..

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା.. ଭୁବନେଶ୍ବର ଓ କଟକରେ ସକାଳୁ ଲଗାଣ ବର୍ଷା.. ଭଦ୍ରକ, ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ଅନୁଗୁଳ, ନୟାଗଡ, ଢେଙ୍କାନାଳ, ମୟୁରଭଞ୍ଜ, ଗଞ୍ଜାମକୁ ୟେଲୋ ଓ୍ବାର୍ଣ୍ଣିଂ..

ଅକ୍ଟୋବର ମାସରୁ ମିଳିବ ରାସନ କାର୍ଡ ହିତାଧିକାରୀଙ୍କୁ ଗହମ.. ଓଡ଼ିଶା ସମେତ ୯ ରାଜ୍ୟର ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ.. ଗହମ ଦେବାପାଇଁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି.. ମୋହନ ମାଝୀ ସରକାରଙ୍କ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀ..

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories