www.samajalive.in
Tuesday, December 9, 2025
17.1 C
Bhubaneswar

ଲସ୍ ଆଞ୍ଜେଲ୍ସ ଭୂମିରେ ବଡ ଫାଟ, କାହିଁକି ଦବୁଛି ଆମେରିକାର ଏହି ସୁନ୍ଦର ସହର ?

ନୂଆଦିଲ୍ଲୀ : ଆମେରିକା କାଲିଫୋର୍ଣ୍ଣିଆର ଲସ୍ ଆଞ୍ଜେଲସ ସହରରେ ଅନେକ ହଲିଉଡ ତାରକା ବାସ କରନ୍ତି । ବର୍ତ୍ତମାନ ସହରରେ ଏକ ବଡ ସମସ୍ୟା ଦେଖାଦେଇଛି । ସହରର କିଛି ଅଞ୍ଚଳରେ ଭୂମି ଦବିଯାଇଛି ଏବଂ ବଡ ବଡ ଫାଟ ଦେଖାଦେଇଛି ।

ଏହି ଫାଟ ଓ ମାଟି ଦବିଯିବା ଯୋଗୁଁ କିଛି ପ୍ରାୟ ୫୪ ଘରକୁ ଗ୍ୟାସ୍ ସପ୍ଲାଇ ହୋଇପାରୁନି । ସେହି ସ୍ଥାନମାନଙ୍କରେ ହିଁ ଭୂମି ଧିରେ ଧିରେ ଅଧିକ ଖସୁଥିବା ନଜର ଆସୁଛି । ଭୂମି ଧସିବା ଯୋଗୁଁ ଗ୍ୟାସ୍ ପାଇପଲାଇନ୍ ଭାଙ୍ଗିପାରେ ଏବଂ ଘରେ ନିଆଁ ଲାଗିଯିବା ଆଶଙ୍କାରେ ଗ୍ୟାସ୍ ସପ୍ଲାଇ ବନ୍ଦ କରିଦିଆଯାଇଛି । ରେଞ୍ଚୋ ପାଲୋସ ବର୍ଦେସ ଅଞ୍ଚଳରେ ଅଧିକ ଫାଟ ହୋଇଥିବା ଦେଖିବାକୁ ମିଳିଛି । ଏଠାରେ ୧୨ରୁ ଅଧିକ ଘରେ ବିଜୁଳି ସଂଯୋଗ କାଟିଦିଆଯାଇଛି ।

- Advertisement -

ଡ୍ରୋନରେ ନିଆଯାଇଥିବା ଭିଡିଓରେ ସହରର ଅନେକ ଅଞ୍ଚଳରେ ଫାଟ ଦେଖାଯାଉଛି । ଅନ୍ୟପଟେ କାଳେ ଆଗକୁ ଭୂକମ୍ପ ଆସିପାରେ ସେନେଇ ବୈଜ୍ଞାନିକମାନେ ନଜର ରଖୁଛନ୍ତି । କହିରଖୁଛୁ ସାଧାରଣତଃ ପାହାଡ ତଳେ ଥିବା ଘାଟୀ ଅଞ୍ଚଳରେ ଏମିତି ଦେଖିବାକୁ ମିଳିଥାଏ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories