www.samajalive.in
Monday, December 8, 2025
17.1 C
Bhubaneswar

ସୁଭଦ୍ରା ପାଇଁ ଆଧାର କେନ୍ଦ୍ରରେ ଭିଡ, ଟଙ୍କା ଜୁଲମକୁ ନେଇ ମହିଳାଙ୍କ ହଟ୍ଟଗୋଳ

ଆରଡି: ବୁଧବାର ଠାରୁ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନାର ଫର୍ମ ଦାଖଲ। ଏଥିପାଇଁ ଆରଡି ପଞ୍ଚାୟତ ସମେତ ନାନ୍ଦପୁର, ସୁନ୍ଦରପୁର, ଓଳଗ ଆଦି ପଞ୍ଚାୟତରେ ଥିବା ଆଧାର କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ଆଗରେ ଆଧାର ଲିଙ୍କ ଓ ଫର୍ମ ଦାଖଲ ପାଇଁ ଅର୍ଦ୍ଧରାତ୍ରରୁ ମହିଳାଙ୍କ ଲମ୍ବା ଧାଡି ଲାଗିଥିଲା। ଏହି ଯୋଜନାରେ ଅର୍ନ୍ତଭୁକ୍ତ ମହିଳାମାନଙ୍କ ଫର୍ମ ଦାଖଲ ନିମନ୍ତେ କୌଣସି ଦେୟ ଦେବାକୁ ପଡିବ ନାହିଁ ବୋଲି ଘୋଷଣା କରିଥିଲେ ମଧ୍ୟ କେତେକ ସେବା କେନ୍ଦ୍ର ଓ ଆଧାର କେନ୍ଦ୍ରରେ ଟଙ୍କା ଜୁଲମକୁ ନେଇ ମହିଳାଙ୍କ ଅଭିଯୋଗ ସହ ହଟ୍ଟଗୋଳ ଲାଗି ରହିଥିଲା। ଏପରି ଖବର ସଂଗ୍ରହ ସମୟରେ ସେବା କେନ୍ଦ୍ରର ଏଜେଣ୍ଟମାନେ ବନ୍ଦ କରି ପଳାଇ ଯାଇଥିଲେ। ଫଳରେ ବହୁ ମହିଳା ଫର୍ମ ଦାଖଲ ଓ ଆଧାର ସଂଶୋଧନ ନ କରିପାରି ହଇରାଣ ହୋଇଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories