www.samajalive.in
Monday, December 8, 2025
17.1 C
Bhubaneswar

ଚିକେନ ନ ଖାଇବାକୁ ରାଜଧାନୀବାସୀଙ୍କୁ ମେୟରଙ୍କ ଅନୁରୋଧ

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଭୁବନେଶ୍ଵରର ଆଖପାଖ ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିବା ଆରମ୍ଭ ହୋଇଛି। ବିଶେଷ କରି ପୁରୀ ଜିଲାର ପିପିଲି ସମେତ ଅନ୍ୟ କିଛି ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିଛି। ଉକ୍ତ ଅଞ୍ଚଳଗୁଡ଼ିକରୁ ରାଜଧାନୀକୁ ଚିକେନ ଯୋଗାଣ ହେଉଛି। ତେଣୁ ରାଜଧାନୀବାସୀ ଚିକେନ ନ ଖାଇବାକୁ ଅନୁରୋଧ କରିଛନ୍ତି ମେୟର ସୁଲୋଚନା ଦାସ।

ମେୟର କହିଛନ୍ତି​‌ ଯେ, ସଂକ୍ରମିତ ଅଞ୍ଚଳଗୁଡ଼ିକରୁ କୁକୁଡ଼ା ନ କିଣିବାକୁ ରାଜଧାନୀର ଦୋକାନୀମାନଙ୍କୁ ଅନୁରୋଧ କରାଯାଇଛି। ବାର୍ଡ ଫ୍ଲୁ ନ କମିବା ଯାଏ ଆଗାମୀ କିଛିଦିନ ପର୍ଯ୍ୟନ୍ତ ଭୁବନେଶ୍ଵର ବାସିନ୍ଦାମାନେ ଚିକେନ ନ ଖାଇବାକୁ ପରାମର୍ଶ ଦିଆଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories