www.samajalive.in
Monday, December 8, 2025
17.1 C
Bhubaneswar

ଜାତୀୟ ଚକ୍ଷୁଦାନ ପକ୍ଷ ପାଇଁ ପ୍ରତିଯୋଗିତା

ସମ୍ବଲପୁର: ଜାତୀୟ ଚକ୍ଷୁଦାନ ପକ୍ଷ ଉପଲକ୍ଷେ ସ୍କୁଲ କଲେଜର ଛାତ୍ର ଛତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ଚିତ୍ରାଙ୍କନ, ବକ୍ତ୍ରୁତା, ଏବଂ ସଙ୍ଗୀତ ଗାନ ପ୍ରତିଯୋଗିତା ହୋଇଥିଲା। ବିଚାରକ ମାନଙ୍କ ଦ୍ୱାରା କ୍ରୁତୀ ପ୍ରତିଯୋଗିଙ୍କ ନାମ ଘୋଷଣା କରାଯାଇଥିଲା। କୃତି ପ୍ରତିଯୋଗୀ ମାନଙ୍କୁ ସେପ୍ଟେମ୍ବର ୧ ତାରିଖ ସନ୍ଧ୍ୟାରେ ହେବାକୁ ଥିବା ‘ଜାତୀୟ ଚକ୍ଷୁଦାନ ପକ୍ଷ‘ ପାଳନ ଅବସରରେ ପୁରସ୍କୃତ କରାଯିବ। ବିଭିନ୍ନ ପ୍ରତିଯୋଗିତା ଗୁଡିକରେ ଅନୁପ୍ରଭା ବେହେରା, ଶ୍ରୀଦର୍ଶନ ଅଗ୍ରୱାଲ, ସୁଗନ୍ଧା ବିଶ୍ୱାସ, ଇସିତା ମହାପାତ୍ର, ରୋଜି ବେଗମ, ନିର୍ମଳ ଗୁରୁ, ସ୍ନେହାଶ୍ରୀ ସାହୁ, ଅନୁରାମ ବାରିକ, ସୈଫୁରା ବେଗମ, ନିରାଲି ନିବେଦିତା, ସମୀକ୍ଷା ନାୟକ, ଅର୍ପିତା ମିଶ୍ର, ପ୍ରିୟଙ୍କା ସାହୁ, ଅନିମିତା ଶତପଥୀ, ସ୍ୱାଗତିକା ବେହେରା, ଆର୍ଯ୍ୟମେଶ ପାଣିଗ୍ରାହୀ, ଅଦ୍ୟୈତ ମିଶ୍ର, ପ୍ରକୃତି ପଣ୍ଡା, ସୁଶ୍ରୀ ଶ୍ରଦ୍ଧା ମିଶ୍ର, ପ୍ରିୟାଂଶୁ ପଣ୍ଡା, ରୁବି ପଧାନ, ନିଶାରାଣୀ ସାହୁ ପ୍ରମୁଖ କୃତୀତ୍ୱ ଅର୍ଜନ କରିଛନ୍ତି। ଏହି କାର୍ଯ୍ୟକ୍ରମ କୁ ଡ:ପରେଶ ଚନ୍ଦ୍ର ଦାନୀ ସଭପତିତ୍ୱ କରିଥିଲେ ଏବଂ ସଂଯୋଜକ କଳ୍ପନା ମିଶ୍ର ପରିଚାଳନା କରଥିଲେ। ଅନ୍ୟମାନଙ୍କ ସହିତ କୈଲାଶ ମିସ୍ତ୍ରୀ, ଦୁର୍ଗା ଦାନୀ, ଡ. ସତ୍ୟ ନାରାୟଣ ଠାକୁର, ରତ୍ନ ଭୁଷଣ ପ୍ରୁଷେଠ, ରାମାନୁଜ ପଣ୍ଡା, ଶାନ୍ତନୁ ପାଢୀ, ଶିବ ନାରାୟଣ ପାଣିଗ୍ରାହୀ, ରବିନାରାୟଣ ନନ୍ଦ, ବଦ୍ରି ହୋତା ଓ ଅନ୍ୟ ମାନେ ସହଯୋଗ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories