www.samajalive.in
Tuesday, December 9, 2025
17.1 C
Bhubaneswar

କୋଇଲା ବୋଝେଇ ଟ୍ରକ ଅଟକ

ବାସୁଦେବପୁର : ବାସୁଦେବପୁର ଜାମୁଝାଡି ମୁଖ୍ୟରାସ୍ତାର ମାତାଜୀମଠ ଠାରେ କୋଇଲା ବୋଝେଇ ଟ୍ରକ ଅଟକ । ଏହି ଟ୍ରକ ଗୁଡିକୁ କୁ ପୁଲିସ ଅଟକ ରଖିଛି ।

ସୂଚନାଯୋଗ୍ୟ,ଧାମରା ବନ୍ଦରରୁ ଚୋରା କୋଇଲା କାରବାର ଜମିବାରେ ଲାଗିଛି । ଭୋର ସମୟରୁ ଟ୍ରକ ନଂ ସିଜି ୧୩ଏଜେ ୧୭୬୫ ଓ ଓଡି୩୪ଏସ ୫୧୨୯ ନମ୍ବର ବିଶିଷ୍ଟ ଟ୍ରକ ସେଠାରୁ କୋଇଲା ଚାଲାଣ କରୁଥିବା ସୂଚନା ମିଳିଥିଲା । ପୁଲିସ ଅଟକ ଥିବା କୋଇଲା ଟ୍ରକର କାଗଜପତ୍ର ଯାଞ୍ଚ କରାଯାଉଥିବା କଥା ସୂଚନା ଦେଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories