www.samajalive.in
Monday, December 8, 2025
20.1 C
Bhubaneswar

ପ୍ୟାରିସ ଅଲିମ୍ପିକ୍‌ସ, ଆଜି ଶେଷ ଦିନ

ନୂଆଦିଲ୍ଲୀ: କ୍ରୀଡ଼ା ମହାକୁମ୍ଭ ପ୍ୟାରିସ ଅଲିମ୍ପିକ୍‌ସ -୨୦୨୪ ଆଜି ଶେଷ ହେବ। ଏଥି ସହିତ ଗତ ଜୁଲାଇ ୨୬ରୁ ଚାଲିଥିବା ଏହି କ୍ରୀଡ଼ା ମହୋତ୍ସବର ଯବନିକା ପଡ଼ିବ। ଗ୍ରୀଷ୍ମକାଳୀନ ଅଲିମ୍ପିକ୍‌ସର ଏହା ୩୩ତମ ସଂସ୍କରଣରେ ୨୦୬ ଦେଶର ୧୦୭୦୦ ପ୍ରତିଯୋଗୀ ୩୨ଟି କ୍ରୀଡ଼ା, ୩୪ଟି କ୍ରୀଡ଼ାଙ୍ଗନରେ ୩୨୯ଟି ପଦକ ଜିତିବା ନେଇ ପ୍ରତିଯୋଗିତାରେ ଅବତ୍ତୀର୍ଣ୍ଣ ହୋଇଛନ୍ତି। ଉକ୍ତ କ୍ରୀଡ଼ା ମହାକୁମ୍ଭରେ ଭାରତରୁ ୧୧୭ଜଣ ଖେଳାଳି ୧୬ ଗୋଟି କ୍ରୀଡ଼ାରେ ୬୯ଟି ପଦକ ଲାଗି ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସେଥିମଧ୍ୟରୁ ଭାରତ ଏବେ ସୁଦ୍ଧା ୫ଟି କାଂସ୍ୟ ଓ ଗୋଟିଏ ରୌପ୍ୟ ସହ ୬ଟି ପଦକ ଜିତିଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories