www.samajalive.in
Wednesday, December 10, 2025
18.1 C
Bhubaneswar

ସ୍ୱପ୍ନରେ ହେଉ ଅବା ସକାଳୁ ଉଠି ହେଉ, ଏହି ସବୁ ଦେଖିଲେ ହୋଇଥାଏ ଶୁଭ

୧.ସକାଳୁ ଉଠି ଆପଣଙ୍କର ନଜର କ୍ଷୀର ବା ଦହି ଥିବା ଗିନା ଉପରେ ପଡେ ତେବେ ଆପଣଙ୍କର ଭାଗ୍ୟ ବଦଳିଲା ବୋଲି ଜାଣନ୍ତୁ।
୨. ସକାଳୁ ଉଠିଲା ବେଳେ ଶଙ୍ଖ ବା ମନ୍ଦିର ଘଣ୍ଟ ବଜା ଶବ୍ଦ କାନରେ ପଡେ ତେବେ ବହୁତ ଶୁଭ ହୋଇଥାଏ ।
୩. ଯଦି ସ୍ୱପ୍ନରେ ବାରମ୍ବାର ପାଣି, ସବୁଜ ଗଛପତ୍ର ଓ ଲକ୍ଷ୍ମୀଙ୍କ ବାହାନ ପେଚାକୁ ଦେଖନ୍ତି, ତେବେ ବୁଝିଯିବେ ଯେ ବହୁତ ଶୀଘ୍ର ଆପଣଙ୍କ ଜୀବନ ଧନଧାନ୍ୟରେ ପୁରି ଉଠିବ ।
୪. ନଡିଆ, ଶଙ୍ଖ, ମୟୂର, ହଂସ ଓ ଫୁଲ ସକାଳ ସ୍ୱପ୍ନରେ ଦେଖିଲେ ବହୁତ ଶୁଭ ହୋଇଥାଏ ।
୫. ସ୍ୱପ୍ନରେ ଧଳା ସାପ ଓ ସୁନେଲି ରଙ୍ଗ ସାପ ଦେଖନ୍ତି ତେବେ ନିକଟ ଭବିଷ୍ୟରେ ମହାଲକ୍ଷ୍ମୀଙ୍କ କୃପା ହାସଲ ହେବ ବୋଲି ଜାଣିବେ ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories