www.samajalive.in
Monday, December 8, 2025
27.1 C
Bhubaneswar

ସମୁଦ୍ର ଭିତରକୁ ଭାସି ଯାଉଥିଲେ; ଉଦ୍ଧାର ହେଲେ ୩

ପୁରୀ : ପୁରୀ ସମୁଦ୍ରରେ ଭାସିଯିବା ବେଳେ ୩ ଜଣଙ୍କୁ ସୋମବାର ଉଦ୍ଧାର କରାଯାଇଛି । ଗଭୀର ସମୁଦ୍ର ଭିତରକୁ ଭାସିଯିବା ବେଳେ ଜଣେ କାଉଡିଆଙ୍କ ସହ ୩ ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନମିତା ସାମଲ (୩୫ ବର୍ଷ) ଅଷ୍ଟଡିହ ବାଲେଶ୍ୱରର, ଅନିତା ଦାସ (୪୫ ବର୍ଷ) ବାରଙ୍ଗ ଅଞ୍ଚଳର ଓ ଆକାଶ ଜେନା (୨୨ ବର୍ଷ)ବରପଦା ଭଦ୍ରକର ବୋଲି ଜଣାପଡିଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଏୟାରଟେଲର ସବୁଠାରୁ ଶସ୍ତା ପ୍ଲାନ୍‌; ବର୍ଷଯାକ କରିବାକୁ ପଡିବନି ରିଚାର୍ଜ..

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories