www.samajalive.in
Monday, December 8, 2025
27.1 C
Bhubaneswar

ଏହି ଦେଶରେ ମିଳୁଛି ନାଗ ସାପ ପକୋଡା: ଭିଡିଓ କଲେ ଭାରତୀୟ ଯୁବକ

ନୂଆଦିଲ୍ଲୀ : ଆପଣ କେବେ ନାଗସାପ ପକୋଡା ଖାଇଛନ୍ତି କି ? ଏକଥା ଶୁଣି ଆପଣ ଚକିତ ହୋଇଯାଇଥିବେ । କିନ୍ତୁ ଏହା ସତ । ଏମିତି ଏକ ସ୍ଥାନ ଅଛି ଯେଉଁଠି କୋବ୍ରା ପକୋଡା ତିଆରି ହେଉଛି ଏବଂ ସମସ୍ତେ ଅତି ଆନନ୍ଦରେ ତାକୁ ଖାଉଛନ୍ତି । ଏହାର ଏକ ଭିଡିଓ ସାମ୍ନାକୁ ଆସିଛି ।

- Advertisement -

ଭାଇରାଲ ଭିଡିଓରେ ଜଣେ ଭାରତୀୟ ଯୁବକ ଇଣ୍ଡୋନେସିଆ ବୁଲିବାକୁ ଯାଇଥିବା ଦେଖିବାକୁ ମିଳୁଛି । ସେଠାରେ ଏକ ଦୋକାନରେ ନାଗ ସାପ ପକୋଡା ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି । ସେ ଏହାର ପ୍ରସ୍ତୁତି ପ୍ରକ୍ରିୟା ଭିଡିଓରେ ଦେଖାଉଛନ୍ତି । ଏହାର ଦାମ୍ ଭାରତୀୟ ମୁଦ୍ରା ଅନୁସାରେ ପ୍ରାୟତଃ ଏକ ହଜାର ଟଙ୍କା । ଏହାକୁ ଖାଇଲେ ଅନେକ ଫାଇଦା ମିଳିଥାଏ ବୋଲି ଦୋକାନୀ ଓ ଗ୍ରାହକ କହୁଛନ୍ତି । ଭିଡିଓଟି ଭାଇରାଲ ହେଉଛି ଏବଂ ଲୋକମାନେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି ।  ତେବେ ଭାରତରେ ଏହା କଳ୍ପନା କରିବା ମଧ୍ୟ ଅସମ୍ଭବ ।

କେରଳ ଭୂସ୍ଖଳନର ଉପଗ୍ରହ ଚିତ୍ର ଜାରି କଲା ଇସ୍ରୋ

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories