କେରଳ ଭୂସ୍ଖଳନର ଉପଗ୍ରହ ଚିତ୍ର ଜାରି କଲା ଇସ୍ରୋ

ସମାଜ ଡିଜିଟାଲ ଡେସ୍କ: କେରଳର ଓ୍ବାୟନାଡ ଜିଲାରେ ଘଟିଥିବା ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୩୧୮ ଛୁଇଁଛି। ଏବେ ବି ଆହୁରି ୨୦୦ରୁ ଅଧିକ ଲୋକଙ୍କ ପତ୍ତା ମିଳିନାହିଁ। ତେବେ ଘଟଣାର ୨ ଦିନ ପରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) କିଛି ସାଟେଲାଇଟ(ଉପଗ୍ରହ) ଫଟୋଚିତ୍ର ଜାରି କରିଛି। ଭୂସ୍ଖଳନ ପୂର୍ବରୁ ନଦୀର ସ୍ରୋତ କିପରି ଥିଲା ଏବଂ ଭୂସ୍ଖଳନ ପରେ ମାଟି ଅତଡ଼ା ନଦୀ ସ୍ରୋତରେ ମିଶି ଗତିପଥକୁ କିପରି ଓସାରିଆ କରି ଜନବସତି ଆଡକୁ … Continue reading କେରଳ ଭୂସ୍ଖଳନର ଉପଗ୍ରହ ଚିତ୍ର ଜାରି କଲା ଇସ୍ରୋ