www.samajalive.in
Tuesday, December 9, 2025
17.1 C
Bhubaneswar

କେବେ ବି ଖରାପ ହେବନି ଏହି ମାଉସ, ଦାମ୍ ମାତ୍ର..

ନୂଆଦିଲ୍ଲୀ : ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ସ ପ୍ରସ୍ତୁତ କରୁଥିବା ଟେକ୍ କମ୍ପାନୀ ଲଜିଟେକ୍ ଏମିତି ଏକ ମାଉସ୍ ବଜାରକୁ ଆଣିବା ପାଇଁ ପ୍ରସ୍ତୁତ ହେଉଛି ଯାହା କେବେ ବି ଖରାପ ହେବନି । ଲଜିଟେକର କାର୍ଯ୍ୟନିର୍ବାହୀ ଅଧିକାରୀ ହେନକ ଫେବର କହିଛନ୍ତି କି ଖୁବ୍ ଶୀଘ୍ର ଏମିତି ମାଉସ୍ ବଜାରକୁ ଆଣିବ କମ୍ପାନୀ । ଏହି ମାଉସ୍ କେବେ ବି ଖରାପ ହେବନି । ଏକ ୟୁଟ୍ୟୁବ୍ ଚ୍ୟାନେଲରେ ସାକ୍ଷାତକାର ଦେଉଥିବା ସମୟରେ ସେ ଏଭଳି ସୂଚନା ଦେଇଛନ୍ତି । ଏହାର ଦାମ୍ ମଧ୍ୟ ବହୁତ କମ୍ ରହିବ ବୋଲି ସେ ସଙ୍କେତ ଦେଇଛନ୍ତି ।

ଖାଲି ସେତିକି ନୁହେଁ, ଏହି ମାଉସରେ ଗ୍ରାହକଙ୍କୁ ଲଗାତର ଅପଡେଟ୍ ମିଳିବ ଏବଂ ୟୁଜରଙ୍କୁ ଏଥିପାଇଁ ସବସ୍କ୍ରିପ୍ସନ ନେବାକୁ ପଡିବ । ପ୍ରାରମ୍ଭରେ ଏହି ମାଉସ କେବଳ ବଡ କମ୍ପାନୀମାନଙ୍କୁ ଉପଲବ୍ଧ ହେବ । ଧିରେ ଧିରେ ଏହା ସବୁ ଗ୍ରାହକଙ୍କ ପର୍ଯ୍ୟନ୍ତ ପହଞ୍ଚିବ । ଏହାର ଦାମ୍ ପ୍ରାୟ ୨୧୮୦ ଟଙ୍କା ରହିବ । ଏଥିରେ କମ୍ପାନୀ ତରଫରୁ କିଛି ପାର୍ଟସ ମଧ୍ୟ ମିଳିବ, ଯାହା ଫଳରେ ଏହା କେବେ ବି ଖରାପ ହେଲେ ଗ୍ରାହକ ଘରେ ହିଁ ଏହାକୁ ସଜାଡି ପାରିବେ ।

ୱାୟନାଡ ଭୂସ୍ଖଳନକୁ ଭୀଷଣ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା ଦାବି କଲେ ସାଂସଦ ଶଶି ଥରୁର

- Advertisement -

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories