www.samajalive.in
Tuesday, December 9, 2025
17.1 C
Bhubaneswar

ଇଣ୍ଡିଆ ହାଉସରେ ଏକାଠି ହେଲେ ଭାରତୀୟ ଆଥଲେଟ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ଜାରି ରହିଥିବାବେଳେ ଭାରତୀୟ ଖେଳାଳିମାନେ ଡେ ଲା ୱିଲେଟ୍ ପାର୍କରେ ଥିବା ଇଣ୍ଡିଆ ହାଉସରେ ଏକାଠି ହୋଇଛନ୍ତି। ଏହି ଅବସରରେ ବ୍ରୋଞ୍ଜ ପଦକ ବିଜେତା ସରବଜୋତ ସିଂ, ରୋହନ ବୋପାନ୍ନା, ଶରତ କମଲ, ମନିକା ବାତ୍ରା ଏବଂ ଅର୍ଜୁନ ବବୁତାଙ୍କ ପରି ଶ୍ରେଷ୍ଠ ଭାରତୀୟ ଆଥଲେଟ୍ମାନଙ୍କୁ ଇଣ୍ଡିଆ ହାଉସରେ ସମ୍ମାନିତ କରାଯାଇଛି।
ସମସ୍ତ ଆଥଲେଟମାନଙ୍କୁ ଉତ୍ସାହର ସହ ଭେଟିଥିଲେ ଆଇଓସି ସଦସ୍ୟା ତଥା ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ। ସେ କହିଥିଲେ ଯେ, ଆପଣ ସମସ୍ତେ ଆମମାନଙ୍କୁ ଗର୍ବିତ କରିଛନ୍ତି । ଦ୍ଵିତୀୟ ପଦକ ଜିତି ଆମକୁ ଗୌରବାନ୍ୱିତ କରିଥିବା ମନୁ ଭାକର ଏବଂ ସରବଜୋତ ସିଂଙ୍କୁ ବିଶେଷ ଧନ୍ୟବାଦ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories