www.samajalive.in
Monday, December 8, 2025
27.1 C
Bhubaneswar

ଲିଫ୍ଟରେ ଏମିତି ଘଟିଲା, ୮ ସେକେଣ୍ଡରେ ଚାଲିଗଲା ଜୀବନ

ସମାଜ ଡିଜିଟାଲ ଡେସ୍କ: ଲିଫ୍ଟରେ ଗଲାବେଳେ ଯୁବକଙ୍କ କିଛି ଏମିତି ଘଟିଲା । ଫଳରେ କିଛି ସିକେଣ୍ଡରେ ହିଁ ତାଙ୍କ ଜୀବନ ଚାଲିଗଲା । ସିସିଟିଭିରେ କଏଦ ହୋଇଥିବା ଏହି ଦୃଶ୍ୟକୁ ଟିକେ ଭଲ ଭାବରେ ଦେଖନ୍ତୁ । ଯୁବକ ଜଣଙ୍କ ମୋବାଇଲ ଦେଖି ଦେଖି ଲିଫ୍ଟରେ ପ୍ରବେଶ କରୁଛନ୍ତି । ହଠାତ ଲିଫ୍ଟର ଦ୍ୱାର ବନ୍ଦ ହେବାକୁ ଲାଗିଲା । ଫଳରେ ଯୁବକ ଜଣଙ୍କ ହଠାତ ତଳେ ପଡିଯାଇଥିଲେ । ଠିକ୍‌ ସେହି ସମୟରେ ଲିଫ୍ଟର ମେସିନ ତଳକୁ ଚାଲିଯିବା ଦ୍ୱାରା ଯୁବକ ଜଣଙ୍କ ତଳେ ପଡିଯାଇ ସେଥିରେ ଚାପି ହୋଇଥିଲେ । ଏଭଳି ଭାବେ କିଛି ସେକେଣ୍ଡରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories