ଡେସ୍କ: ମୟୁରଭଞ୍ଜ ଜିଲ୍ଲାରେ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ଚକ୍ଷୁ ସେବା ଯୋଗାଇ ଦିଆଯାଉଛି। ଛାତ୍ରଛାତ୍ରୀମାନଙ୍କର ଆଖି ପରୀକ୍ଷା ସହ ଚଷମା ଯୋଗାଇ ଦେବା ନେଇ ‘ସୁନେତ୍ର’ ଯୋଜନାରେ ଏହି ସେବାକୁ ଜୋରଦାର କରାଯାଇଛି। ଆଜି ଏକ ସ୍ୱତନ୍ତ୍ର ଉତ୍ସବରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଖିରେ ତ୍ରୁଟି ଥିବା ସ୍କୁଲ ଛାତ୍ରଛାତ୍ରୀଙ୍କୁ ଚଷମା ଯୋଗାଇ ଦିଆଯାଇଛି।
Popular Categories



