www.samajalive.in
Tuesday, December 9, 2025
16.1 C
Bhubaneswar

ଆସିଲା ‘ସ୍ତ୍ରୀ ୨’ ଟିଜର: ଏଥର ସ୍ଵାଧୀନତା ଦିବସରେ ଚନ୍ଦେରୀରେ ଖେଳିବ ଆତଙ୍କ

ମୁମ୍ବଇ: ରାଜକୁମାର ରାଓ, ଶ୍ରଦ୍ଧା କପୁର, ପଙ୍କଜ ତ୍ରିପାଠୀ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସ୍ତ୍ରୀ ୨’ ଏଥର ସ୍ଵାଧୀନତା ଦିବସ ଅବସରରେ ଅଗଷ୍ଟ ୧୫ରେ ମୁକ୍ତିଲାଭ କରିବ। ମଙ୍ଗଳବାର ଫିଲ୍ମର ଟିଜର ରିଲିଜ୍ ହୋଇଛି। ଟିଜରକୁ ଦର୍ଶକ ଖୁବ୍‌ ପସନ୍ଦ କରୁଥିବାବେଳେ ଫିଲ୍ମକୁ ନେଇ ଉତ୍ସାହ ଦୁଇଗୁଣା ହୋଇଯାଇଛି।

- Advertisement -

‘ସ୍ତ୍ରୀ ୨’ର ଟିଜର ଜୁନ୍ ୧୪ରେ ଫିଲ୍ମ ‘ମୁଞ୍ଜ୍ୟା’ ସହ ଆଟାଚ୍‌ କରାଯାଇଥିଲା। ସିନେମାହଲରେ ‘ମୁଞ୍ଜ୍ୟା’ ଦେଖିବାକୁ ଯାଇଥିବା ଦର୍ଶକଙ୍କୁ ଏହି ଟିଜର ଦେଖିବାର ସୁଯୋଗ ମିଳିଥିଲା। ଏହି ସମୟରେ କେହି ଏହାକୁ ରେକର୍ଡ଼ କରି ସାମାଜିକ ଗଣମାଧ୍ୟମରେ ଲିକ୍‌ କରି ଦେଇଥିଲା। କିନ୍ତୁ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଟିଜର ରିଲିଜ୍‌ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories