www.samajalive.in
Saturday, December 6, 2025
26.1 C
Bhubaneswar

କମିଲା ସୁନା ଦାମ୍, ଜାଣନ୍ତୁ କେତେ

ନୂଆଦିଲ୍ଲୀ : ଭାରତୀୟ ସର୍ରୋଫା ବଜାରରେ ଆଜି ସୁନା ଦାମ୍ ହ୍ରାସ ପାଇଛି । ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦାମ୍ ୭୦୯୦୫ ଟଙ୍କା ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ୨୪ କ୍ୟାରେଟ୍ ସୁନା ଦାମ୍ ୭୧୯୧୩ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା । ଯାହା କି ଆଜି ସୋମବାର ଶସ୍ତା ହୋଇ ୭୦୯୦୫ ଟଙ୍କାରେ ପହଞ୍ଚି ଯାଇଛି । ଏହା ସହ ରୂପା ଦାମ୍ ମଧ୍ୟ ଖସିଛି । ଆଜି ୨୨ କ୍ୟାରେଟ୍ ଶୁଦ୍ଧ ସୁନା ଦାମ୍ ୬୪୯୪୯ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି । ୧୮ କ୍ୟାରେଟ୍ ସୁନା ଦାମ୍ ୫୩୧୭୯ ଟଙ୍କା ପ୍ରତି ୧୦ ଗ୍ରାମ ଥିବାବେଳେ ୧୪ କ୍ୟାରେଟ୍ ସୁନା ଦାମ୍ ୪୧୪୭୯ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି । ତେବେ ରୂପା ଦାମ୍ ସାମାନ୍ୟ ବଢିଛି ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories