www.samajalive.in
Thursday, December 11, 2025
27.1 C
Bhubaneswar

କାଳ ବୈଶାଖୀରେ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ, ଅନ୍ଧାରରେ ୧୬ରୁ ଅଧିକ ଗାଁ

ଫୁଲବାଣୀ: ଗତ ଶନିବାର ଦିନ ବେଳା କାଳବୈଶାଖୀରେ ପ୍ରବଳ ଝଡ଼ ତୋଫାନ ସହ ବିଜୁଳି ଘଡ଼ଘଡ଼ି ହେବାରୁ ଡିଣ୍ଡିରା ଗାଁ ପଞ୍ଚାୟତର ପ୍ରାୟ ୧୬ରୁ ଅଧିକ ଗାଁର ୭୦୦ରୁ ଅଧିକ ଲୋକେ ଆଜି ପର୍ଯ୍ୟନ୍ତ ଅନ୍ଧାରରେ ରହିଛନ୍ତି। ତେବେ କାଳ ବୈଶାଖୀର ୩ ଦିନ ବିତିଥିଲେ ମଧ୍ୟ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳକୁ ଯାଇନଥିବା ବେଳେ ଗାଁ ରାସ୍ତାରେ ବିଦ୍ୟୁତ ଖୁଣ୍ଟ ପଡ଼ି ରହିଛି ଯାହା ଦ୍ୱାରା ଯାତାୟତ ବାଧାପ୍ରାପ୍ତ ହୋଇଛି। ସାହି ଗାଁ ରାସ୍ତାରେ ଏବଂ ଜଙ୍ଗଲରେ ବିଦ୍ୟୁତ ଖୁଣ୍ଟ ଯାଇଥିବା ସ୍ଥାନ ମାନଙ୍କରେ ବିଦ୍ୟୁତ ତାର ଝୁଲି ଥିବାରୁ ଲୋକେ ଭୟଭୀତ ହୋଇ ରହିଥିବା କହିଛନ୍ତି ଗ୍ରାମବାସୀ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories