www.samajalive.in
Sunday, December 7, 2025
15.1 C
Bhubaneswar

ଏସିର ଥଣ୍ଡା ପବନ ମଜା ନେଇ ଶୋଇ ପଡିଲା ଚୋର; ଆଖି ଖୋଲିବା ପରେ ସାମ୍ନାରେ ଥିଲା ପୁଲିସ..

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଜଣେ ଚୋର ଘର ଭିତରକୁ ଚୋରି କରିବାକୁ ପ୍ରବେଶ କରିଥିଲା। ମାତ୍ର ଗରମର ଶିକାର ହୋଇଥିଲା। କକ୍ଷରେ ଚାଳୁଥିବା ଏସିର ଥଣ୍ଡା ଥଣ୍ଡା ପବନ ଦେହରେ ବାଜିବା ମାତ୍ରେ ଚୋର ଚୋରି କରିବା ଭୁଲି ଯାଇ ସେଠାରେ ଶୋଇ ପଡିଥିଲା। ଗଭୀର ନିଦରେ ଶୋଇ ପଡିଥିଲା। ଯେତେ ବେଳେ ତା’ର ନିଦ ଭାଙ୍ଗିଲା ଆଖି ସାମ୍ନାରେ ପୁଲିସ ଥିଲା। ଏହି ଘଟଣା କୌଣସି କାହାଣୀ ଭଳି ଲାଗୁଥିଲେ ମଧ୍ୟ ସତ୍ୟ ଘଟଣା। ଏହାପରେ ପୁଲିସ ତା’କୁ ଗିରଫ କରି ନେଇଛି। ଏହି ଘଟଣା ଇନ୍ଦିରାନଗର ଥାନା କ୍ଷେତ୍ରର ସେକ୍ଟର -୨୦ର।

ଇନ୍ଦିରାନଗରରେ ଏହି ସ୍ଥାନରେ ଜଣେ ଡାକ୍ତରଙ୍କ ଘର। ତାଙ୍କ ଘର ଖାଲି ଥିଲା। ଡାକ୍ତର ଜଣକ ବାରଣସୀରେ କାର୍ଯ୍ୟ କରନ୍ତି। ସେହି ସମୟରେ ଚୋର ମୁଖ୍ୟ ଦରଜା ଖୋଲି ଘର ଭିତରେ ପ୍ରବେଶ କରିଥିଲା। ଘର ଭିତରେ ଏସି ଲଗାଇ ଚୋର ସେଠାରେ ଶୋଇ ପଡିଥିଲା।

ଏଚ୫ଏନ୧ ଭାଇରସ ପାଇଁ ରାଜ୍ୟକୁ ସତର୍କ କଲା କେନ୍ଦ୍ର; କୁକୁଡା ଫାର୍ମ, ପକ୍ଷୀ ସ୍ୱାଇନ୍ ଫ୍ଲୁ ଉପରେ ରହିଛି ନଜର..

- Advertisement -

ପଡୋଶୀ ମାନେ ମୁଖ୍ୟ କବାଟ ଖୋଲା ଥିବା ଦେଖି ଡାକ୍ତରଙ୍କୁ ଫୋନ୍ କରିଥିଲେ। ଏହାପରେ ଡାକ୍ତର ପୁଲିସକୁ ଏ ବିଷୟରେ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ପହଞ୍ଚିବା ସମୟରେ ଚୋରଟି ଆରାମରେ ଶୋଇଥିଲା। ପୁଲିସ ଉକ୍ତ ଚୋରକୁ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ପୁଲିସ କହିବାନୁଯାୟୀ, ଚୋର ଚୋରି କରିବା ଉଦ୍ଦେଶ୍ୟରେ ଘରେ ପଶିଥିଲା ମାତ୍ର ଏସି ଥଣ୍ଡାରେ ତାକୁ ନିଦ ହୋଇ ଯାଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories