www.samajalive.in
Monday, December 8, 2025
27.1 C
Bhubaneswar

ଦେଖନ୍ତୁ ଭିଡିଓ ; ଭୀଷଣ ଗରମ ପାଇଁ ମାଙ୍କଡର ଅବସ୍ଥା ଏପରି ହେଲା, ଆଉ ତା’ପରେ.. 

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୀଷଣ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଏଥିପାଇଁ ଜନ ଜୀବନ ଅସ୍ତବ୍ୟସ୍ତ ହେଉଛନ୍ତି। ଏହି ଖରା, ଗରମରେ କେବଳ ମନୁଷ୍ୟ ନୁହେଁ ବରଂ ଜୀବଜନ୍ତୁ ମଧ୍ୟ ବେହାଲ ହେଉଛନ୍ତି। ଗରମ ଏତେ ବୃଦ୍ଧି ପାଇଛି ଯେ ଜୀବଜନ୍ତୁଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି। ଗରମ କାରଣରୁ ଅନେକ ଜୀବଜନ୍ତୁଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡିଛି। ଅନେକ ଜୀବଜନ୍ତୁ ଚେତାଶୂନ୍ୟ ହେଉଛନ୍ତି।


ଏଭଳି ହିଁ ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି। ଯାହାକୁ ଦେଖି ହୃଦୟ ତରଳି ଯିବ। ଭିଡିଓଟି ଉତ୍ତର ପ୍ରଦେଶ ଗାଜିଆବାଦର ବୋଲି କୁହାଯାଉଛି। ଭିଡିଓରେ ଦେଖିପାରିବେ ଏକ ମାଙ୍କଡରୁ ଗଛରୁ ତଳକୁ ଖସି ପଡୁଛି। ଏହାପରେ ଲୋକେ ଏକାଠି ହେବା ସହ ମାଙ୍କଡ ଉପରେ ପାଣି ପକାଇବା ସହ ଓଆରଏସ ପାଣି ମଧ୍ୟ ପିଇବାକୁ ଦେଉଛନ୍ତି।

ମଙ୍ଗଳଙ୍କ ଚଳନରେ ବିଶେଷ ରାଜଯୋଗ ; ସୁନାଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ, ମିଳିବ ସଫଳତା, ଚାକିରି, ଧନ..

- Advertisement -

ମାଙ୍କଡଟିର ସ୍ୱାସ୍ଥ୍ୟ ଠିକ୍ ନଥିବା ଦେଖାଯାଉଛି। ଭିଡିଓଟିକୁ ହଜାର ହଜାର ଲୋକେ ଦେଖି ସାରିଛନ୍ତି। ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

ଏଚ୫ଏନ୧ ଭାଇରସ ପାଇଁ ରାଜ୍ୟକୁ ସତର୍କ କଲା କେନ୍ଦ୍ର; କୁକୁଡା ଫାର୍ମ, ପକ୍ଷୀ ସ୍ୱାଇନ୍ ଫ୍ଲୁ ଉପରେ ରହିଛି ନଜର..

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories