www.samajalive.in
Tuesday, December 9, 2025
16.1 C
Bhubaneswar

୧ ଘଣ୍ଟାରେ ବ୍ୟାଟେରୀ ଚାର୍ଜ କରିବା ପାଇଁ ଚେଷ୍ଟା କରୁଛି ଏହି କମ୍ପାନୀ, ନିବେଶକ ଦେଲେ ୧୨ କୋଟି

ନୂଆଦିଲ୍ଲୀ : ମ୍ୟାକ୍ସଭୋଲ୍ଟ ଏନର୍ଜି ଇଣ୍ଡଷ୍ଟ୍ରିଜ୍ ଅନେକ ନିବେଶକଙ୍କଠୁ ୧୨ କୋଟି ଟଙ୍କା ପୁଞ୍ଜି ଏକାଠି କରିଛି । ଏହି ଷ୍ଟାର୍ଟଅପ୍ ଇଲେକ୍ଟ୍ରିକ୍ ଗାଡି ଏବଂ ଚିକିତ୍ସା ଉପକରଣ ପାଇଁ ଲିଥିୟମ୍ ବ୍ୟାଟେରୀ ପ୍ୟାକ୍ ପ୍ରସ୍ତୁତ କରି ସପ୍ଲାଇ କରିଥାଏ । ଏହି ପୁଞ୍ଜିରେ ଶକ୍ତି ସମାଧାନକୁ ଆଗକୁ ବଢାଇବାରେ ସାହାଯ୍ୟ ମିଳିବ । କେବଳ ଏତିକି ନୁହେଁ, ଏଥିରେ ମ୍ୟାକ୍ସଭୋଲ୍ଟ ଏନର୍ଜିର ଖୁବ୍ ଶୀଘ୍ର ଚାର୍ଜ ହେଉଥିବା ଲିଥିୟମ୍ ଆୟନ ବ୍ୟାଟେରୀ ଆଣି ନିଜ ବଜାର ସ୍ଥିତିକୁ ମଜଭୁତ କରିବା ପାଇଁ ଯୋଜନାକୁ ସମର୍ଥନ ମିଳିବ ।

କମ୍ପାନୀ କହିଛି କି ଏହି ପୁଞ୍ଜି ଦର୍ଶାଉଛି କି ଆମ ବ୍ୟବସାୟ ମଡେଲରେ ଆମ ନିବେଶକଙ୍କୁ କେତେ ଭରସା ରହିଛି । ମ୍ୟାକ୍ସଭୋଲ୍ଟ ଅତ୍ୟାଧୁନିକ ଲିଥିୟମ୍-ଆଧାରିତ ବ୍ୟାଟେରୀ ମାଧ୍ୟମରେ ଇକୋ-ଫ୍ରେଣ୍ଡଲି ସଲ୍ୟୁସନ ଯୋଗାଇଦେବା ପାଇଁ ପ୍ରତିବଦ୍ଧ ।  କମ୍ପାନୀ କହିଛି କି ସେ ଏକ ଫାଷ୍ଟ ଚାର୍ଜିଂ ସମାଧାନ ବିକଶିତ କରୁଛି ଯାହା ଗ୍ରାହକଙ୍କ ଚାର୍ଜିଂ ସମୟକୁ କମ୍ କରିବାରେ ସାହାଯ୍ୟ କରିବ । ପ୍ରଥମ ପର୍ଯ୍ୟାୟରେ ଆମେ ଚାର୍ଜିଂ ସମୟକୁ ୨ ଘଣ୍ଟା ଏବଂ ପରେ ଏହାକୁ ୧  ଘଣ୍ଟା ପର୍ଯ୍ୟନ୍ତ କମ୍ କରିଦେବୁ ବୋଲି କହିଛି କମ୍ପାନୀ । କମ୍ପାନୀ ଏହା ମଧ୍ୟ ସୂଚନା ଦେଇଛି କି  ଏହି ନିବେଶ କମ୍ପାନୀର ଅନୁସନ୍ଧାନ ଏବଂ ବିକାଶ ପ୍ରୟାସକୁ ଗତି ଦେବା ସହ ଉତ୍ପାଦନ କ୍ଷମତା ବୃଦ୍ଧି କରିବ ।

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଗୁରୁତର ଅସୁସ୍ଥ

- Advertisement -

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories