www.samajalive.in
Monday, December 8, 2025
27.1 C
Bhubaneswar

୨୦୧୯ ନିର୍ବାଚନ ଲଢିବେ କମଲ ହାସନ

ଚେନ୍ନାଇ : ଅଭିନେତାରୁ ରାଜନେତା ପାଲଟିଥିବା କମଲ ହସନ ଆସନ୍ତା ୨୦୧୯ ଲୋକସଭା ନିର୍ବାଚନ ଲଢିବେ ବୋଲି ଶନିବାର ଘୋଷଣା କରିଛନ୍ତି। ତାଙ୍କ ଦଳ ‘ମକ୍କଲ ନୀଧି ମୈୟମ’ ପକ୍ଷରୁ ଲୋଭସଭା ନିର୍ବାଚନରେ ପ୍ରାର୍ଥୀ ଦିଆଯିବ। ଏ ନେଇ ଖୁବଶୀଘ୍ର ଏକ କମିଟି ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ। ତାଙ୍କ ଦଳ ତାମିଲନାଡୁର ବିକାଶକୁ ନିର୍ବାଚନୀ ପ୍ରସଙ୍ଗ କରିବ। ଏଥିପାଇଁ ସମଭାବାପନ୍ନ ଦଳଗୁଡିକ ସହିତ ମେଣ୍ଟ କରିବାକୁ ତାଙ୍କ ଦଳ ପ୍ରସ୍ତୁତ ବୋଲି ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ କମଲ ହସନ ଗତ ଫେବୃଆରୀରେ ଏହି ଦଳ ଗଠନ କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories