www.samajalive.in
Monday, December 8, 2025
27.1 C
Bhubaneswar

ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ

ଗୋପାଳପୁର: ଗୋଳନ୍ଥରା ଥାନା ଅଧୀନସ୍ଥ ଦାସପୁର ଛକରେ ଗତ ୧୭ ତାରିଖ ଦିନ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଳନ୍ଥରା ଗାଁର ନିରାକାର ଦାସ ଓ ସୟନ ଦାସ ନାମକ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ସନ୍ତୋଷ ଦାସ ଆହତ ହୋଇଥିଲେ।

ସାଢେ ୮ରେ ୩୬ ଡିଗ୍ରୀ ଛୁଇଁଲା: ବାଲେଶ୍ଵର ଓ ଅନୁଗୁଳ ସବୁଠୁ ଉତ୍ତପ୍ତ


ବ୍ରହ୍ମପୁର ବିଧାୟକ ତଥା ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଧାୟକ ପାର୍ଥୀ ବିକ୍ରମ କୁମାର ପଣ୍ଡା ଗୋଳନ୍ଥରାରେ ମୃତକଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣେଇବା ସହ ୧ ଲକ୍ଷ ଲେଖାଏଁ ଦୁଇ ମୃତକ ପରିବାରକୁ ପ୍ରଦାନ କରିବା ସହ ଦୁର୍ଘଟଣାରେ ଆହତ ହୋଇଥିବା ସନ୍ତୋଷ ଦାସଙ୍କୁ କୋଡିଏ ହଜ।ର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥି ସହ ଆଗାମୀ ଦିନରେ ସେମାନଙ୍କ ପିଲା ମାନଙ୍କ ପାଠ ପଢା ଦାୟିତ୍ୱ ନେବା ସହ ସମସ୍ତ ପ୍ରକାର ସରକାରୀ ସାହାଯ୍ୟ କରେଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ସଭାପତି ଅଜିତ କୁମାର ଦାଶ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଏସ. ରାଜେଶ୍ୱରୀ ଦୋରା, ଯୁବ ସମାଜସେବୀ ଏ. ସନ୍ତୋଷ ପାତ୍ର, ଯୁବନେତା ସୁଭାଶିଷ ସାହୁ, ବ୍ଲକ ଅଧକ୍ଷା ପ୍ରତିନିଧି ସି. ଏଚ ନରେଶ, ସମିତି ସଭ୍ୟ ଆଶିଷ ରାଉଳ, ସନ୍ତୋଷ ପ୍ରଧାନ ଡି. ଶୋଭା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories