ସାଢେ ୮ରେ ୩୬ ଡିଗ୍ରୀ ଛୁଇଁଲା: ବାଲେଶ୍ଵର ଓ ଅନୁଗୁଳ ସବୁଠୁ ଉତ୍ତପ୍ତ
ଭୁବନେଶ୍ଵର: ସକାଳୁ ଅସହ୍ୟ ତାତି ଅନୁଭୂତ ହେଲାଣି। ସାଢେ ୮ଟା ସୁଦ୍ଧା ପାରଦ ୩୬ ଡିଗ୍ରୀ ଛୁଇଁଲାଣି। ୩୬ ଡିଗ୍ରୀ ସହ ଆଜି ବାଲେଶ୍ଵର ଓ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ତାଳଚେରରେ ୩୫.୨, ବାରିପଦା ଓ ଭବାନୀପାଟଣାରେ ୩୫ ଡିଗ୍ରୀ, କେନ୍ଦୁଝର ୩୪.୮, କଟକ ୩୪.୬ , ଝାରସୁଗୁଡା ୩୪.୨ଡିଗ୍ରୀ , ଭୁବନେଶ୍ଵରରେ ତାପମାତ୍ରା ୩୩.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେପଟେ ଆଗାମୀ ୫ଦିନ ରାଜ୍ୟରେ ତାତି ଆହୁରି ବଢିବ । ୨୭ … Continue reading ସାଢେ ୮ରେ ୩୬ ଡିଗ୍ରୀ ଛୁଇଁଲା: ବାଲେଶ୍ଵର ଓ ଅନୁଗୁଳ ସବୁଠୁ ଉତ୍ତପ୍ତ
Copy and paste this URL into your WordPress site to embed
Copy and paste this code into your site to embed