www.samajalive.in
Monday, December 8, 2025
27.1 C
Bhubaneswar

ଗୋପାଳପୁର ପାଇଁ କଂଗ୍ରେସରୁ ଶ୍ୟାମସୁନ୍ଦର ସାହୁ ପ୍ରାର୍ଥୀ

ଗୋପାଳପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀ ନିମନ୍ତେ କଂଗ୍ରେସ ଦଳ ପକ୍ଷରୁ ଚଳିତ ଥର ଜଣେ ନୂଆଁ ମୁହଁକୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ନାରାୟଣପୁର ପଞ୍ଚାୟତ ଅନ୍ତର୍ଗତ ସତ୍ୟନାରାୟଣପୁରର ବାସିନ୍ଦା ଶ୍ୟାମସୁନ୍ଦର ସାହୁଙ୍କୁ ପ୍ରାର୍ଥୀ କରିଛି। ଶ୍ୟାମ ସାହୁଙ୍କ ସ୍ତ୍ରୀ ସବିତା ସାହୁ ନାରାୟଣପୁର ପଞ୍ଚାୟତର ସରପଞ୍ଚ ରହିଥିବା ବେଳେ ଶ୍ୟାମ ଜଣେ ସମାଜସେବୀ ଭାବେ ଅଞ୍ଚଳରେ ବେଶ ପରିଚିତ ଅଟନ୍ତି। କଂଗ୍ରେସ ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରା ଯାଇଥିବାରୁ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଦେବା ସହ ଗୋପାଳପୁର ନିର୍ବାଚନ ମଣ୍ଡଳୀ ରେ ଏଥର କଂଗ୍ରେସ ଭଲ କରିବା ସହ ପୁଣିଥରେ ୧୯୭୪ରୁ ୮୫ ଓ ୨୦୦୪ରୁ ୨୦୦୯ କଂଗ୍ରେସ ହାତରେ ରହିଥିବା ବେଳେ ଚଳିତ ନିର୍ବାଚନରେ ପୁଣିଥରେ କଂଗ୍ରେସ ହାତକୁ ଗୋପାଳପୁର ନିଶ୍ଚିତ ଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories