www.samajalive.in
Sunday, December 7, 2025
15.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପୂର୍ବ ଇଣ୍ଡୋନେସିଆରେ ୬.୬ ତୀବ୍ରତାର ଭୂମିକମ୍ପ.. ସୁନାମୀ ସତର୍କତା ନାହିଁ..

ପାକିସ୍ତାନରେ ଟାର୍ଗେଟ କିଲିଂରେ ଭାରତର ହାତ ପ୍ରସଙ୍ଗ.. ଆମେରିକା କହିଲା ସ୍ଥିତି ଉପରେ ରଖିଛି ନଜର କିନ୍ତୁ ‌ହେବିନି ମଧ୍ୟସ୍ଥି..

- Advertisement -

ଏ ବର୍ଷ ଏପ୍ରିଲ ୧୩ରେ ପଣା ସଂକ୍ରାନ୍ତି.. ମୁକ୍ତିମଣ୍ଡପ ପଣ୍ଡିତସଭାର ଭୁଲ୍ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ..

ଉତ୍କଟ ଜଳ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ଭର୍ତ୍ତୃହରି..

ବିଜେପି ଟିକେଟରେ ରାଉରକେଲାରୁ ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ: ଜୁଏଲ ଓରାମ..

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ.. ଗତ ମାସରୁ ନିଖୋଜ ଥିଲେ..

ରାତି ଅଧିଆ ଚଢ଼ାଉ.. ୨ ଏନଆଇଏ ଅଧିକାରୀଙ୍କୁ ସମନ କଲା ପଶ୍ଚିମବଙ୍ଗ ପୁଲିସ..

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟ ଝଟକା.. ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ..

ସମ୍ବଲପୁର ହନୁମାନ ଜୟନ୍ତୀରେ ବାହାରିବନି ଶୋଭାଯାତ୍ରା.. ଜିଲାପାଳଙ୍କ ଅଧ୍ୟକ୍ଷତାରେ ଶାନ୍ତି ଓ ସମନ୍ୱୟ ବୈଠକରେ ନିଷ୍ପତି.. ବିଧି ଅନୁସାରେ ଅନ୍ୟାନ୍ୟ ପୂଜାର୍ଚ୍ଚନା କରାଯିବ..

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କଙ୍କୁ ‘z’ ବର୍ଗର ସୁରକ୍ଷା..

ଆସନ୍ତା ୧୩ ତାରିଖ ପରଠାରୁୁ ରାଜ୍ୟରେ ପୁଣି ବଢିବ ତାତି..

ଭୁବନେଶ୍ୱର : ପୁଣି ମାତିଲେ ଆପାର୍ଟମେଣ୍ଟ ଲୁଟେରା.. ସିସିଟିଭିରେ ଲୁଟ୍ ଦୃଶ୍ୟ କଏଦ୍..

ବାଙ୍କୀ ଡମପଡା ଅଭୟାରଣ୍ୟ ଗୟଳବାଙ୍କ ଗାଁରେ ଅଘଟଣ.. ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ..

ଆଇପିଏଲ୍‌ ମହାସମର: କୋଲକାତା ନାଇଟ୍‌ ରାଇଡର୍ସକୁ ୭ ୱିକେଟରେ ହରାଇଲା ଚେନ୍ନାଇ ସୁପର କିଙ୍ଗସ୍‌ .. ଆଜି ପଞ୍ଜାବ କିଙ୍ଗସ୍‌ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା..

 

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories