www.samajalive.in
Tuesday, December 9, 2025
15.1 C
Bhubaneswar

ଜାନୁଆରୀ ପହିଲାରୁ ଟିଭି ଦେଖିବା ହେବ ମହଙ୍ଗା

ନୂଆଦିଲ୍ଲୀ : ଜାନୁଆରୀ ୧ରୁ ଆପଣଙ୍କ ଟିଭି ଦେଖିବା ମହଙ୍ଗା ହୋଇଯିବ। ଦୂରସଂଚାର ନିୟାମକ ପ୍ରାଧିକରଣ(ଟ୍ରାଇ) କେବୁଲ ଚ୍ୟାନେଲ ମାନଙ୍କର ଶ୍ଳୁକ ବଢାଇଦେଇଛି। ନୂଆ ନିୟମ ଅନୁସାରେ ଫ୍ରି-ଟ୍ରୁ ଏୟର(ଏଫଟିଏ) ଚ୍ୟାନେଲ ଦେଖିବା ପାଇଁ ଦର୍ଶକଙ୍କୁ ଟଙ୍କା ଦେବାକୁ ପଡିବ। ସେହିପରି ନୂଆ ନିୟମ ଅନୁସାରେ ଦର୍ଶକ ଯେତିକି ଚ୍ୟାନେଲ ଦେଖିବାକୁ ଚାହିଁବେ ସେତିକି ଚ୍ୟାନେଲର ଟଙ୍କା ଦେବାକୁ ପଡିବ। ଡିଟିଏଚ୍‍ ଓ କେବୁଲ ଅପରେଟର ପ୍ରତ୍ୟକ ଚ୍ୟାନେଲ ପାଇଁ ଦିଆଯାଉଥିବା ଏମଆରପି ବ୍ୟବହାରକାରୀଙ୍କ ଖାତାରେ ଲେଖିବାକୁ ପଡିବ। ନିୟମ ଉଲଙ୍ଘନ କରୁଥିବା ଦେଖିବାକୁ ମିଳିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ନିୟମ ଗ୍ରାମରେ ରହୁଥିବା ଦର୍ଶକ ମାନଙ୍କ ଉପରେ ବଡ ବୋଝ ହେବାକୁ ଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories