www.samajalive.in
Monday, December 8, 2025
27.1 C
Bhubaneswar

ସୁରଟ୍ ଦିନିକିଆ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗସ୍ତରେ ସୁରଟ ଯାଇଛନ୍ତି । ସୁରଟରେ ଆୟୋଜିତ ଥିବା ଓଡ଼ିଆ ମହୋତ୍ସବ ୨୦୧୮ରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ସେଠାରେ ରହୁଥିବା ପ୍ରାୟ ୭ ଲକ୍ଷ ପ୍ରବାସୀ ଓଡ଼ିଆଙ୍କୁ ଉଦ୍ବୋଧନ ଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ସୁରାଟ ଗସ୍ତକୁ ବିରୋଧି ଦଳ ସମାଲୋଚନା କରିଛନ୍ତି । ଭୋଟ ହାତେଇବା ପାଇଁ ମୁଖ୍ୟମନ୍ତ୍ରୀ ସୁରାଟ ଯାଇଛନ୍ତି ବୋଲି କଂଗ୍ରେସ ସେଲ ମୁଖ୍ୟ ସତ୍ୟ ନାୟକ କହିଛନ୍ତି । ଷ୍ଟାର ମାନଙ୍କୁ ନେଇ ଉତ୍ସବ ମନାଇବାକୁ ମୁଖ୍ୟମନ୍ତ୍ରୀ ସୁରଟ ଯାଇଛନ୍ତି । ଚିଟଫଣ୍ଡରେ ସୁରଟରେ ରହୁଥିବା ଓହିଶା ଲୋକ ଟଙ୍କା ହରାଇଛନ୍ତି । ସେହି ଟଙ୍କା ଫେରାଇ ମୁଖ୍ୟମନ୍ତ୍ରୀ ସୁରଟ ଯାଇଥିଲେ ଭଲ ହୋଇଥାଆନ୍ତା ବୋଲି ବିରୋଧି କହିଛନ୍ତି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories