କଟକ : କିଛି ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଲୁଟେରାଙ୍କ ଉତ୍ପାତ ବୃଦ୍ଧି ପାଇଛି। କେତେବେଳେ ଗହଣା ଦୋକାନୀଙ୍କ ଠାରୁ ତ କେତେବେଳ ଘରେ ପଶି ଓ ମନ୍ଦିରରୁ ଲୁଟ୍ କରୁଛନ୍ତି ଦୁର୍ବୃତ୍ତ। ଶୁକ୍ରବାର କଟକ ସଦର ଥାନା ଗୋପାଳପୁର ଅଞ୍ଚଳରୁ ଜଣେ ମଟନ୍ ଦୋକାନୀଙ୍କ ଠାରୁ ଲୁଟ୍ ହୋଇଛି। ମଟନ୍ ନେବା ବାହାନାରେ ମୁହଁରେ ସ୍ପ୍ରେ କରି ଦୋକାନୀଙ୍କ ଠାରୁ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
Popular Categories



