www.samajalive.in
Sunday, December 7, 2025
13.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଅତିରିକ୍ତ ଟିକସ କିସ୍ତି ଜାରି କଲେ କେନ୍ଦ୍ର ସରକାର.. ଓଡ଼ିଶାକୁ ୬ ହଜାର ୩୪୫ କୋଟି..

ସର୍ବସାଧାରଣଙ୍କ ପାଇଁ ଆଜିଠାରୁ ଖୋଲିଲା ଆବୁଧାବିର ହିନ୍ଦୁ ମନ୍ଦିର..

- Advertisement -

ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଫେରିଲା ୯୭.୬୨% ଦୁଇ ହଜାର ଟଙ୍କିଆ ନୋଟ – ରିଜର୍ଭ ବ୍ୟାଙ୍କ..

୧୮ଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ବ୍ଲକର ନିଲାମ ଆରମ୍ଭ କଲେ କେନ୍ଦ୍ର ସରକାର..

ରାୟଗଡ଼ା: ନାଗାବଳୀ ନଦୀରେ ବୁଡ଼ି ୨ ନାବାଳିକା ମୃତ.. ମୃତ ନାବାଳିକା ଚାନ୍ଦିଲି ଥାନା ସାନ ଚାନ୍ଦିଲି ଗାଁର..

କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ବ୍ରିୟନ ମୁଲ୍ରୋନିଙ୍କର ୮୪ ବର୍ଷ ବୟସରେ ପରଲୋକ..

ପ୍ରଜାପିତା ବ୍ରହ୍ମକୁମାରୀ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମହାମହିମ..

ଜାତୀୟ ଜନ୍ମଗତ ତ୍ରୁଟି ସଚେତନତା ମାସ ଆରମ୍ଭ..

ପାକିସ୍ତାନ ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷିତ..

ଭୁବନେଶ୍ବର: ବେଦୀରୁ ଥାନାକୁ ଗଲା ବର.. ବେଦିରୁ ବରକୁ ଉଠାଇ ନେଲା ମହିଳା ଥାନା ପୁଲିସ.. ଦ୍ବିତୀୟ ବିବାହ କରୁଥିବାବେଳେ ଯୁବକକୁ ଉଠାଇ ନେଲା ପୁଲିସ.. ରାଜଭବନ ଛକ ରାଧାକୃଷ୍ଣ ମନ୍ଦିରରେ ବାହାଘରବେଳେ ଉଠାଇ ନେଲା..

ମାର୍ଚ୍ଚ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ, ମୁଖ୍ୟ ସଚିବଙ୍କ ସମୀକ୍ଷା.. ଲୋକସଭା ଭବନରେ ପ୍ରଶାସନିକ ପ୍ରସ୍ତୁତି, ସୁରକ୍ଷାର ସମୀକ୍ଷା..

ବାଙ୍ଗାଲୋରର ଏକ କାଫେରେ ବିସ୍ଫୋରଣ, ୫ ଗୁରୁତର ..

ବିଶ୍ୱରେ ମହିଳା ସଶକ୍ତୀକରଣ ପାଇଁ ଭାରତ ଆଦର୍ଶ ପାଲଟିଛି – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ .. ଗଞ୍ଜାମ ଜିଲ୍ଲା ଭଞ୍ଜବିହାରଠାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଇ ରାଷ୍ଟ୍ରପତି  କହିଛନ୍ତି..

‘ଲ’ ଅଫିସରଙ୍କ ଦୈନିକ ଓ ରିଟେନର ଫି’ ବୃଦ୍ଧି କଲେ ସରକାର..

କଂଗ୍ରେସକୁ ଆଉ ଏକ ଝଟ୍‌କା.. ଦଳ ଛାଡ଼ିଲେ ରଜତ ଚୌଧୁରୀ..

ବଢିଲା କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ଦର.. ୧୯ କେଜି କମର୍ସିଆଲ ସିଲିଣ୍ଡର ଦର ୨୫ଟଙ୍କା ବଢିଲା.. ଦିଲ୍ଲୀରେ ଗ୍ୟାସ ସିଲିଣ୍ଡର ୧୭୯୫ଟଙ୍କାକୁ ବୃଦ୍ଧି..

ବଢିଲା ଗଣଶିକ୍ଷକଙ୍କ ଦରମା.. ଓଟିଇଟି ପାସ୍‍ କରିନଥିବା ଗଣଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର.. ୭ହଜାରୁ ୧୦ହଜାର ଟଙ୍କାକୁ ବୃଦ୍ଧି..

ବାଂଲାଦେଶର ଏକ ବ୍ୟାସାୟିକ ପ୍ରତିଷ୍ଠାନରେ ଭୟାବହ ଅଗ୍ନିକାଣ୍ଡ.. ଅଗ୍ନିକାଣ୍ଡରେ ୪୪ଜଣଙ୍କ ମୃତ୍ୟୁ, ୨୦ ଗୁରୁତର.. ଢାକାର ବେଲି ରୋଡସ୍ଥିତ ସାତମହଲା କୋଠାରେ ଅଗ୍ନିକାଣ୍ଡ..

ଇସ୍ରାଏଲ ସେନାର ଗୁଳିମାଡରେ ୧୦୪ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ.. ମାନବୀୟ ସହାୟତା ପାଇଁ ଅପେକ୍ଷା ବେଳେ ଆଇଡିଏଫର ଗୁଳିମାଡ.. ଉତ୍ତର ଗାଜାରେ ଖାଦ୍ୟ ପାଇଁ ଅପେକ୍ଷା ବେଳେ ଆଖିବୁଜା ଗୁଳିମାଡ..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories