www.samajalive.in
Tuesday, December 9, 2025
16.1 C
Bhubaneswar

ମାଟ୍ରିକ ପରୀକ୍ଷା ଆରମ୍ଭ; ୨୭ ସମ୍ବେଦନଶୀଳ ସେଣ୍ଟରରେ ସ୍ଵତନ୍ତ୍ର ସ୍କ୍ବାଡ୍‌ ମୁତୟନ

କେନ୍ଦୁଝର ସଦର: ଛାତ୍ରଛାତ୍ରୀମାନେ ନିଜ ନିଜର ଭବିଷ୍ୟତ ଗଢିବା ପାଇଁ ପ୍ରଥମ ସୋପାନର ପରୀକ୍ଷା ଦେଉଛନ୍ତି । ପିଲାମାନେ ମଙ୍ଗଳବାର ସକାଳ ୭ଟାରୁ ସ୍କୁଲରେ ପହଞ୍ଚି ଯାଇଛନ୍ତି । କେନ୍ଦୁଝର ଜିଲର ଧନୁର୍ଜୟ ନାରାୟଣ ଉଚ୍ଚବିଦ୍ୟାଳୟରେ ନୀତି ନିୟମ ମୁତାବକ ପରୀକ୍ଷା ଆରମ୍ଭ କରାଯାଇଛି । ଜିଲାର ସମୁଦାୟ ୨୫, ୨୮୦ ପିଲା ପରୀକ୍ଷା ଦେଉଥିବା ବେଳେ ୧୧ଟି ନୋଡାଲ ସେଣ୍ଟର ସ୍ଥାପନ ହୋଇଛି । ସେହିପରି ୧୩୭ ଟି ସେଣ୍ଟରରେ ପିଲାମାନେ ପରୀକ୍ଷା ଦେଉଛନ୍ତି । ଏଥିରୁ ୨୭ଟି ସମ୍ବେଦନଶୀଳ ସେଣ୍ଟର ଥିବାରୁ ସେଠାରେ ସ୍ଵତନ୍ତ୍ର ସ୍କ୍ବାଡ୍‌ ମୁତୟନ କରାଯାଇଛି । ସେହିପରି ୪୬ଟି କେନ୍ଦ୍ରରେ ସିସିଟିଭିର ବ୍ୟବସ୍ଥା କରାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories