www.samajalive.in
Monday, December 8, 2025
20.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଓଡିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ଦ୍ବିତୀୟ ଦିନ..

ବୁଧବାର ରାଉରକେଲା ଉଦିତ ନଗର ଛକରୁ ପାନପୋଷକୁ ପଦଯାତ୍ରା ଓ ଜନସଭାକୁ ସମ୍ବୋଧନ କାର୍ଯ୍ୟକ୍ରମ..

- Advertisement -

ଗୁରୁବାର ଝାରସୁଗୁଡାରେ ପଦଯାତ୍ରା ପରେ ଯିବେ ଛତିଶଗଡ..

ମାଘ ମାସରେ ଜାଡ ଉଭାନ୍ : କଲବଲ କରୁଛି ଖରା ଓ ତାତି..

ମଙ୍ଗଳବାର ୩୩ ଡିଗ୍ରୀ ଉପରେ ଥିଲା ରାଜ୍ୟର ୧୩ ସହରର ପାରଦ, ସ୍ଥିତି ଆହୁରି ୩ ଦିନ ଜାରି ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ..

ମଧ୍ୟପ୍ରଦେଶ ବାଣ କାରଖାନାରେ ଭୟଙ୍କର ବାଣ ବିସ୍ଫୋରଣ ଘଟଣାରେ ୩ ଗିରଫ..

କାମାକ୍ଷାନଗରରେ ପଞ୍ଚାୟତ ଅଫିସର ତାଲା ଭାଙ୍ଗି ଲୁଟ୍ ଅଭିଯୋଗ: ଟିଭି, ଇନଭର୍ଟର , କମ୍ପ୍ୟୁଟର ସହ ୫ ଲକ୍ଷ ଟଙ୍କା ସମାଗ୍ରୀ ଲୁଟି ନେଲେ ଦୁର୍ବୁତ୍ତ..

ରାଉରକେଲା ବେଦବ୍ୟାସ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାହୁଲ ଗାନ୍ଧୀ..

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଚକ୍ରଧାରୀ ଚରଣ ସିଂ: ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ..

କଂଗ୍ରେସ ନେତା ହରକ ସିଂ ରାୱତଙ୍କ ଘରେ ଇଡି ଚଢଉ..

୩ଟି ରାଜ୍ୟର ୧୬ଟି ସ୍ଥାନରେ ରେଡ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ..

ଓଡ଼ିଶାରେ ଦ୍ୱିତୀୟ ଦିନରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା..

ରାଉରକେଲା ଉଦିତନଗରରୁ ପଦଯାତ୍ରା ଆରମ୍ଭ କଲେ ରାହୁଲ..

ଦେଶରେ ସବୁଠାରୁ ଅଧିକ ବେରୋଜଗାର ଓଡ଼ିଶାରେ–ରାହୁଲ..

ଓଡ଼ିଶାରୁ ୩୦ଲକ୍ଷ ଲୋକ କାମ କରିବାକୁ ବାହାରକୁ ଯାଉଛନ୍ତି..

ଆଦିବାସୀ ଓ ଦଳିତଙ୍କ ପ୍ରତି ଅତ୍ୟାଚାର ହେଉଛି..

ପିପିଲି ପୁଲିସର ଦବଙ୍ଗଗିରି: ବିଚ୍ ରାସ୍ତାରେ ଯୁବକଙ୍କୁ ନିସ୍ତୁକ ମାଡ, ଭିଡିଓ ଭାଇରାଲ୍..

ଆମେରିକାରେ ଅସୁରକ୍ଷିତ ଭାରତୀୟ ଛାତ୍ର..

ପୁଣି ଜଣଙ୍କୁ ମରଣାନ୍ତକ ଆକ୍ରମଣ..

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories