www.samajalive.in
Monday, December 8, 2025
27.1 C
Bhubaneswar

ମିଲେଟ ମିଶନ ପକ୍ଷରୁ ବିହନ ପ୍ରଦର୍ଶନୀ

ପାଟଣା : ପାଟଣା ବ୍ଲକ ମିଲେଟ ମିଶନ ପକ୍ଷରୁ ବ୍ଲକ ଅଞ୍ଚଳର ଆମ ଓଡିଶା ନବିନ ଓଡିଶା କାର୍ଯ୍ୟକ୍ରମରେ ବିହନ ପ୍ରଦର୍ଶନୀ ଓ ଏହି ଚାଷ ସମ୍ପର୍କିତ ପ୍ରଚାର ପତ୍ର ଓ ପୁସ୍ତିକା ବଣ୍ଟନ କରାଯାଇଛି । ଏହି ଚାଷ ପ୍ରତି କୃଷକ ମାନେ ଆଗ୍ରହ ପ୍ରକାଶ କରିବା ଓ ଏହି ଚାଷରେ ଲାଭ ସମ୍ପର୍କରେ ଶିବିରାର୍ଥୀ ମାନଙ୍କୁ ମଧ୍ୟ ସୂଚନା ଦିଆଯାଇଛି । ବ୍ଲକସ୍ତରୀୟ ଓ ସମସ୍ତ ପଞ୍ଚାୟତ ସ୍ତରରେ ମିଲେଟ ମିଶନର ଏହି ପ୍ରଦର୍ଶନୀ ଓ ସଚେତନା କାର୍ଯ୍ୟକ୍ରମକୁ ମିଶନର ଅତିରିକ୍ତ ବ୍ଲକ ସଂଯୋଜକ ଭାରତ ସଂଗଠନର ତ୍ରିଲୋଚନ ମହାନ୍ତ, କୃଷି ଅଧିଦର୍ଶକ ଧରଣୀଧର କିଷାନ ,ଗୋଷ୍ଠୀ ସମ୍ବଳ କର୍ମୀ ଅର୍ଜୁନ ଚରଣ ସେଠୀ ପ୍ରମୁଖ ପରିଚାଳନା କରୁଛନ୍ତି । ଏହି  କାର୍ଯ୍ୟକ୍ରମ ଅନ୍ତର୍ଗତ ଏରେଣ୍ଡେଇ ଠାରେ ପ୍ରଦର୍ଶନୀ ମଣ୍ଡପରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ନୃସିଂହନାଥ ସିଂହ ଯୋଗ ଦେଇଥିଲେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories