www.samajalive.in
Monday, December 8, 2025
20.1 C
Bhubaneswar

ବବିଙ୍କ ଜନ୍ମଦିନରେ ଏମିତି ଶୁଭେଚ୍ଛା ଜଣାଇଲେ ସନ୍ନି

ମୁମ୍ବାଇ: ୨୦୨୩ବର୍ଷ ବବି ଦେୱଲଙ୍କ ପାଇଁ ସ୍ୱତନ୍ତ୍ର ରହିଥିଲା । ବର୍ଷ ଶେଷରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଆନିମଲ୍‍’ ତାଙ୍କୁ ରାତାରାତି ସୁପରଷ୍ଟାର କରି ୯୦ଦଶକର ସ୍ମୃତିକୁ ମନେ ପକାଇ ଦେଇଥିଲେ । ଏତେବଡ ସଫଳତା ପରେ ୨୦୨୪ରେ ଏହା ବବିଙ୍କ ପ୍ରଥମ ଜନ୍ମଦିନ । ଏହି ଅବସରରେ ତାଙ୍କର ବଡ଼ ଭାଈ ସନ୍ନି ଦେୱଲ ବବିଙ୍କୁ ଶୁଭେଚ୍ଛା ଜଣାଇବା ସହ ଖୋଲାଖୋଲି ପ୍ରେମ କରିଛନ୍ତି । ଶନିବାର ଅର୍ଥାତ ୨୭ ଜାନୁଆରୀରେ ବବିଙ୍କୁ ୫୫ବର୍ଷ ହୋଇଛି । ସନ୍ନି ବବିଙ୍କ ସହ ଅନେକ ଫଟୋ ଇଷ୍ଟାଗ୍ରାମରେ ସେୟାର କରି କ୍ୟାପସନରେ ଲେଖିଛନ୍ତି ‘ଶୁଭ ଜନ୍ମଦିନ ପ୍ରଭୁ ବବି’ ମୋ ଜୀବନ” । ଏହି ଫଟୋରେ ଉଭୟଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପ୍ରକାରର ବନ୍ଧନ ଥିବା ଦେଖିବାକୁ ମିଳିଛି । ବଡ ଭାଈଙ୍କ ପୋଷ୍ଟରେ ବବି ପ୍ରତିକ୍ରିୟା ଦେଇ ଅନେକ ହୃଦୟ ଇମୋଜି ଦେଇ ଲେଖିଛନ୍ତି ଯେ ‘ଲଭ ୟୁ ଭାୟା’ । ତୁମେ ମୋର ସବୁକିଛି ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories