www.samajalive.in
Monday, December 8, 2025
17.1 C
Bhubaneswar

ତଣ୍ଡ ଗଣିବ ଏୟାର ଇଣ୍ଡିଆ

ଡେସ୍କ: ସୁରକ୍ଷା ନିୟମ ଲଙ୍ଘନ କରିଥିବାରୁ ତଣ୍ଡ ଗଣିବ ଏୟାର ଇଣ୍ଡିଆ। ଜରିମାନା ପରିମାଣ ସ୍ଥିର କରିଛନ୍ତି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ-ଡିଜିସିଏ। ସୂଚନା ଅନୁଯାୟୀ, କେତେକ ଗୁରୁତ୍ୱପୂର୍ଣ୍ଣ ଦୀର୍ଘ ଦୂରଗାମୀ ବିମାନରେ ବିମାନ ଉଡ଼ାଣରେ ସୁରକ୍ଷା ନିୟମ ଉଲ୍ଲଂଘନ କରିଥିବାରୁ ଏୟାର ଇଣ୍ଡିଆ ଉପରେ ୧ କୋଟି ୧୦ ଲକ୍ଷ ଟଙ୍କା ଜରିମାନା କରିଛି ଡ଼ିଜିସିଏ। ଏ ନେଇ ଅଭିଯୋଗ ହେବା ପରେ ଡ଼ିଜିସିଏ ବ୍ୟାପକ ଅନୁସନ୍ଧାନ କରିଥିଲା ​​ଏବଂ ଜାଣିବାକୁ ପାଇଥିଲା ଯେ ଏୟାର ଇଣ୍ଡିଆ ବିମାନ ସେବା ନିୟମ ପାଳନ କରୁନାହିଁ। ଏହା ପରେ ଏୟାର ଇଣ୍ଡିଆକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories