www.samajalive.in
Tuesday, December 9, 2025
17.1 C
Bhubaneswar

ଆମ ଦେଶର ସବୁଠାରୁ ଧନୀ ମହିଳା….

ସାବିତ୍ରୀ ଜିନ୍ଦଲ ସବୁଠୁ ଧନୀ ମହିଳା
ନୂଆଦିଲ୍ଲୀ : ସାବିତ୍ରୀ ଜିନ୍ଦଲ ଦେଶର ସବୁଠୁ ଧନୀ ମହିଳା ହେବାର ମାନ୍ୟତା ଲାଭ କରିଛନ୍ତି। ୨୦୨୩ରେ ସାବିତ୍ରୀଙ୍କ ମୋଟ ସମ୍ପତ୍ତିରେ ୯୬୦ କୋଟି ଡଲାର ବୃଦ୍ଧି ପାଇବା ପରେ ସେ ଧନୀ ମହିଳାଙ୍କ ତାଲିକାର ଶୀର୍ଷରେ ରହିଛନ୍ତି। ସାବିତ୍ରୀଙ୍କ ମୋଟ ସମ୍ପତ୍ତି ପରିମାଣ ୨୫୩୦ କୋଟି ଡଲାର। ତାଙ୍କ ମାଲିକାନାରେ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌, ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର, ଜେଏସଡବ୍ଲ୍ୟୁ ଏନର୍ଜି, ଜିନ୍ଦଲ ଷ୍ଟେନଲେସ୍ ଇତ୍ୟାଦି କମ୍ପାନୀ ରହିଛି।

 

- Advertisement -

ତେବେ ବ୍ଲୁମ୍‌ବର୍ଗ ତରଫରୁ ପ୍ରକାଶିତ କୋଟିପତିଙ୍କ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ମାଲିକ ମୁକେଶ ଅମ୍ବାନୀ ୯୨୩୦ କୋଟି ଡଲାର ସମ୍ପତ୍ତି ସହ ଦେଶର ସବୁଠାରୁ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories