ଶ୍ରୀନଗର : ଜାମ୍ମୁ-କାଶ୍ମୀର ଡୋ ଡୋ ଜିଲାରେ ବୁଧବାର ମଧ୍ୟାହ୍ନ ୧୨ଟାରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି। ଏହାସହ ୧୯ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତିି କରାଯାଇଛି। ଏକ ଯାତ୍ରୀବାହୀ ବସ୍ ଅନିୟନ୍ତ୍ରିତ ହୋଇ ଗଭୀର ଖାଇକୁ ଖସି ପଡି ଥିଲା । ବସ୍ଟି କିସ୍ତୱାଡାରୁ ଜମ୍ମୁ ଅଭିମୁଖେ ଯାଉଥିଲା। ବସ୍ଟି ଅନିୟନ୍ତ୍ରିତ ହୋଇ ପ୍ରାୟ ୨୫୦ ମିଟର ଗଭୀର ଖାଇକୁ ଖସିପଡି ଥିଲା।
Popular Categories



