କଳିଙ୍ଗରେ ଘମାସାନ୍ ,ବାରବାଟୀରେ ଭାଇଜାନ୍
କଟକ .- ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଘମାସାନ୍ ହକି ବିଶ୍ୱ କପ୍ ମ୍ୟାଚର ମ୍ୟାଚ ଚାଲିଥିବା ବେଳେ ବାରବାଟୀରେ ଭାଇଜାନ ସଲମାନଙ୍କ ଜଲବା ଦେଖିବାକୁ ମିଳିଥିଲା । ଭାଇଜାନ୍ଙ୍କର ପରିବେଷଣ ଦେଖିବା ପାଇଁ ବାରବାଟୀ ଷ୍ଟାଡିୟମରେ ପ୍ରଶଂସକଙ୍କ ଭିଡ ଦେଖିବାକୁ ମିଳିଥିଲା ।
Popular Categories








