www.samajalive.in
Monday, December 8, 2025
27.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବିଶ୍ବକପ୍‌ କ୍ରିକେଟ: ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା.. ଦକ୍ଷିଣ ଆଫ୍ରିକାକୁ ୩୨୭ ରନ୍‌ର ଟାର୍ଗେଟ ଦେଲା ଭାରତ.. ଭାରତର ସ୍କୋର- ୩୨୬/୫ (୫୦ଓଭର)..

ବିଶ୍ବକପ୍‌: ଜନ୍ମଦିନରେ ବିରାଟ କୋହଲିଙ୍କ ଶତକ.. ୪୯ତମ ଦିନିକିଆ ଶତକ ହାସଲ କଲେ କେହାଲି.. ଦିନିକିଆରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ଼.. ସଚିନ ତେନ୍ଦୁଲକରଙ୍କ ରେକର୍ଡ଼ ସହ ହେଲେ ସମକକ୍ଷ..

- Advertisement -

ପାକିସ୍ତାନରେ ଲଗାତାର ତୃତୀୟ ଦିନ ଆତଙ୍କବାଦୀ ଆକ୍ରମଣ..

ଝାରସୁଗୁଡ଼ା-କୋଲକାତା ବିମାନ ଚଳାଚଳ ଆରମ୍ଭ.. ଆସନ୍ତାକାଲିଠୁ ଭୁବନେଶ୍ବରରୁ ଜୟପୁରକୁ ଉଡ଼ିବ ଦ୍ବିତୀୟ ବିମାନ..

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା.. ସମସ୍ତ ନକ୍ସଲ କ୍ୟାମ୍ପ ଧ୍ୱଂସ.. ବିଜେପି ନେତାଙ୍କୁ ହତ୍ୟାର ୨୪ ଘଣ୍ଟା ମଧ୍ୟରେ ନକ୍ସଲ କ୍ୟାମ୍ପ୍ ଧ୍ୱଂସ କଲେ ବିଏସଏଫ୍ ଯବାନ..

ଟାଇମ୍ସ ନାଁଓ ନବଭାରତ ଓ ଆଜତକ ଟିଭି ଚ୍ୟାନେଲକୁ ସାମ୍ପ୍ରଦାୟିକ ଭିଡିଓ ହଟାଇବାକୁ ନିର୍ଦ୍ଦେଶ..

ନଭେମ୍ବର ୭ରେ ମିଜୋରାମ ଓ ଛତିଶଗଡରେ ମତଦାନ.. ସୁରକ୍ଷା ବ୍ୟବସ୍ଥା କଡାକଡି..

ଅସ୍ତ୍ରବିରତି ପ୍ରସ୍ତାବକୁ ଇସ୍ରାଏଲର ଅଗ୍ରାହ୍ୟ.. ଗାଜା ଉପରେ ଆକ୍ରମଣ ତୀବ୍ର..

୭ରୁ ବଢ଼ିବ ଶୀତ.. ରାତି ତାପମାତ୍ରା ୨ ରୁ ୪ ଡିଗ୍ରୀ ଯାଏଁ ତଳକୁ ଖସିବା ସମ୍ଭାବନା..

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories